Take a fresh look at your lifestyle.
Daily Archives

February 2, 2023

ନରେଶ କୁମାର ମହାରଣାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାମାକ୍ଷାପ୍ରସାଦ ଇଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।…

କ୍ରୀଡା ପ୍ରତିଯୋଗିତା ଓ ରକ୍ତ ବର୍ଗୀକରଣ

ଢେଙ୍କାନାଳ : ଓଡିଶାର ବିଶିଷ୍ଟ ସମାଜସେବୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସପ୍ତଶଯ୍ୟା ପଞ୍ଚାୟତର କମନିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଅଙ୍କ ଦୌଡ, ଅଖା ଦୌଡ, ବାଟିଚାମଚ ଦୌଡ, ମ୍ୟୁଜିକ୍ ଚେୟାର ଓ ଦଉଡିଡିଆଁ ଆଦି ପ୍ରତିଯୋଗିତାର ଆୟୋଜନ…

ମା ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ମା ଜେନା ମଣି ପୀଠ ଠାରେ "ମା ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ" ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ସୂଚନା ଅନୁସାରେ ଗୁରୁବାର ୨ ଫେବୃଆରୀ ଠାରୁ ଶନିବାର ୪ ଫେବୃଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଉତ୍ସବ ପାଳନ…

ପାଣି ପଞ୍ଚାୟତ ପକ୍ଷ ପାଳିତ

ଭୁବନ : ରେଙ୍ଗାଳି ବାମକେନାଲ , ଡୁବୁରି , ଯାଜପୁର ଆନୁକୂଲ୍ୟରେ ଓ ଜଳସଂପଦ ବିଭାଗ ସହଯୋଗରେ ଭୁବନ ବ୍ଲକ ଧଳପଡା ପଂଚାୟତର ଅନଳ ଗ୍ରାମରେ ପାଣି ପଂଚାୟତ ପକ୍ଷ ପାଳିତହୋଇଯାଇଛି । ବିଭାଜନ ନମ୍ବର -୨ ଡୁବୁରି ଅଧିକ୍ଷଣ ଯନ୍ତ୍ରୀ ଇଂ କବି ପ୍ରସାଦ ନାଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତସମାବେଶରେଭୁବନ…

ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୫ମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରି ନୈତିକ ଶିକ୍ଷା ଓ…