Take a fresh look at your lifestyle.
Daily Archives

February 11, 2023

ମହିଳା ସଶକ୍ତିକରଣ ପାଇଁ ଆଇନ୍ ସହାୟତା ତାଲିମ୍

ଢେଙ୍କାନାଳ : ଢେଙ୍କାନାଳ ଶ୍ୟମାଚରଣପୁରସ୍ଥିତ ସେୟାର ତାଲିମ୍ ଗୃହଠାରେ ୟୁଏସ୍ କନ୍ସୁଲେଟ ଜେନେରାଲ ଏବଂ ସାମାଜିକ ସଂଗଠନ ସ୍ୱାତି ପକ୍ଷରୁ ଏକ ଦୁଇଦିନିଆ ମହିଳା ସଶକ୍ତିକରଣ ପାଇଁ ଆଇନ୍ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲିମ୍ ଶିବିରକୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ…

ଆଇଆଇଏମସିରେ କାର୍ଟୁନ କର୍ମଶାଳା ଆରମ୍ଭ

ଢେଙ୍କାନାଳ, : ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି ), ଢେଙ୍କାନାଳରେ ଆରମ୍ଭ ହୋଇଛି କାର୍ଟୁନ କର୍ମଶାଳା l ଏହି କାର୍ଟୁନ କର୍ମଶାଳାଟି ଦୁଇ ଦିନ ଧରି ଚାଲିବ l ଏଥିରେ ପ୍ରଶିକ୍ଷଣ ଭାବେ ପ୍ରମେୟର ସମ୍ପାଦକୀୟ କାର୍ଟୁନିଷ୍ଟ ନନ୍ଦେଶୁ ରାଓ ଏବଂ ସମ୍ବଦର ସମ୍ପାଦକୀୟ କାର୍ଟୁନିଷ୍ଟ ଦେଵାଶିଷ…

ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକଉତ୍ସବ

 ଭୁବନ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଆଦର୍ଶ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଆଦର୍ଶ ନାଗରିକ ହେବାକୁ ମହେଶ ଙ୍କ ଆହ୍ୱାନଭୁବନ  ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକୋଉତ୍ସବ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଙ୍କ…

୫ ବ୍ଲକ୍ ରେ ଗଡିଲା ମାଣ୍ଡିଆ ରଥ

ଢେଙ୍କାନାଳ : ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗତ ଖରିଫ୍ ଋତୁରେ ଜିଲ୍ଲାରେ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ଉଦେ୍ଦଶ୍ୟ ନେଇ ୫ଟି ବ୍ଲକ୍ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରୁ ୫ଟି ମାଣ୍ଡିଆ ରଥ ଗଡିଛି । ଜିଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ…

ସୂର୍ଯ୍ୟ ମନ୍ଦିର ବେଢ। ପ୍ରାଚୀର ନିର୍ମାଣ କାର୍ଯ୍ୟ ନିମ୍ନମାନର, ଉଚ୍ଚସ୍ତରୀୟ ତଦନ୍ତ ଦାବି

କୋଣାର୍କ : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢାର ଚତୁଃପାର୍ଶ୍ଵରେ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ଦ୍ବାରା ନିର୍ମାଣଧୀନ ପ୍ରାଚୀର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର…