Take a fresh look at your lifestyle.
Daily Archives

February 3, 2023

୪ ରେ ପ୍ରସିଦ୍ଧ ଯୋରନ୍ଦା ମେଳା – ସନ୍ଧ୍ୟା ୫.୩୦ଟାରେ ଝାଡଦୀପ ଲାଗିବ

ଢେଙ୍କାନାଳ : ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ମହିମାଗାଦିରେ ଆରମ୍ଭ ହେଉଛି । ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁସଂଖ୍ୟାରେ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବ୍ୟବସାୟୀମାାନ ଯୋରନ୍ଦା ରେ ପହଞ୍ଚିବାରେ ଲାଗିଛନ୍ତି । ସମାଗମରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଆଶ୍ରମ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଗସ୍ତ ପାଇଁ ଢେଙ୍କାନାଳ

ଢେଙ୍କାନାଳ : ଆଗାମୀ ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଠାରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କର ଏକ ସମ୍ମିଳନୀରେ ଯୋଗଦେବା ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ଜିଲ୍ଲା…

ସପ୍ତଦିବସୀୟ ଚିତ୍ରକଳା ପ୍ରଦର୍ଶନି ଉଦଯାପିତ

କୋଣାର୍କ : ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ ଦୀର୍ଘ ୭ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀ ର ଶୀର୍ଷକ "ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର " ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ…

ଅନନ୍ତ ଆଶ୍ରମ ୬୬ ତମ ବ୍ରହ୍ମଯଜ୍ଞ ପାଳିତ

ଢେଙ୍କାନାଳ: ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୩ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ…

ନୂତନ ନିର୍ଦ୍ଦେଶକ ଭାବେ ଶ୍ରୀ ପଙ୍କଜ କୁମାର ଶର୍ମାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ନବରତ୍ନ ଉଦ୍ୟୋଗ ନାଲକୋର ନୂତନ ନିର୍ଦ୍ଦେଶକ(ଉତ୍ପାଦନ)  ଶ୍ରୀ ପଙ୍କଜ କୁମାର ଶର୍ମା,ଆଜିଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଶର୍ମା ଏନ.ଏମ.ଡି.ସି ର ରାୟପୁରସ୍ଥିତ ବିଶ୍ୱ ଅନ୍ୱେଷଣ କେନ୍ଦ୍ର ଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏହା…