Browsing Category
ଜିଲ୍ଲା ଖବର
ଭୁବନ ସରସ୍ୱତୀଶିଶୁବିଦ୍ୟାମନ୍ଦିର ର ୩୩ ତମବାର୍ଷିକଉତ୍ସବ
ଭୁବନ : ଭୁବନ ସହର ଉପକଣ୍ଠସ୍ଥ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ର ୩୩ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତହୋଇଯାଇଛି । ପରିଚାଳନା କମିଟି ସଭାପତି ପ୍ରଭାତକୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଳ୍ପ…
ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଛାତ୍ରୀଙ୍କ ନିଯୁକ୍ତି ନିମନ୍ତେ ସଚେତନତା
ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଇକ୍ୟୁଏସି ସେଲ୍ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓଡିଶା ଶାଖା ତରଫରୁ ଛାତ୍ରୀମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ୍ରେ ନିଯୁକ୍ତି ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର…
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍ଘାଟିତ
ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଙ୍କ ନିମନ୍ତେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳ ଉଦ୍ଘାଟିତ ହୋଇଯାଇଛି ।
ସମଗ୍ର ଶିକ୍ଷା ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । କଲେଜର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଏହାକୁ…
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ଉଦଯାପିତ
ଢେଙ୍କାନାଳ: ଗତ ୧୦ ତାରିଖଠାରୁ ଢେଙ୍କାନାଳ ମିନି ଷ୍ଟାଡିୟମ୍ରେ ଚାଲୁଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ସୋମବାର ଉଦଯାପିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷ କ୍ଷେତ୍ରରେ ଅଧିକ ଉତ୍ପାଦନ କରିଥିବା…
ମୋ କଲେଜ ଅଭିଯାନ ରେ ଅର୍ଥ ସଂଗ୍ରହ କୁ ଗୁରୁତ୍ୱ
ଢେଙ୍କାନାଳ:ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ଯାଳୟ ପରିସରରେ ୧୯୭୨-୭୪ ଇଣ୍ଟରମିଡିଏଟ୍ ବିଜ୍ଞାନ ଛାତ୍ରଛାତ୍ରୀମାନେ ଏକ ବନ୍ଧୁମିଳନ ସମାରୋହ ଆୟୋଜନ କରି ମୋ କଲେଜ ଅଭିଯାନ ରେ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।ପୁରାତନ ଛାତ୍ରୀ ଛାତ୍ର ମାନେ 20 ହଜାର ଟଙ୍କା ନଗଦ ମୋ କଲେଜ…
ଛାତ୍ରନେତା ଦେବୀରଞ୍ଜନ ତ୍ରିପାଠୀ ଏବଂ ସାମ୍ବାଦିକ ରତନ ନାୟାର””ସିଦେ୍ଧଶ୍ୱରୀ ସମ୍ମାନ”ରେ…
ଢେଙ୍କାନାଳ: ସିଦେ୍ଧଶ୍ୱରୀ କମିଟି ତରଫରୁ ଢେଙ୍କାନାଳ ଜିଲ୍ଲା ପରିଷଦ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଢେଙ୍କାନାଳର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନର ସଦସ୍ୟ, ସଦସ୍ୟା, ବିଭିନ୍ନ ଦଳର କର୍ମକର୍ତା ସ୍ୱର୍ଗତ ସିଦେ୍ଧଶ୍ୱରୀଙ୍କ ଉଦେ୍ଦଶ୍ୟରେ…
ଆଇଆଇଏମସିରେ କାର୍ଟୁନ କର୍ମଶାଳା ଆରମ୍ଭ
ଢେଙ୍କାନାଳ, : ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି ), ଢେଙ୍କାନାଳରେ ଆରମ୍ଭ ହୋଇଛି କାର୍ଟୁନ କର୍ମଶାଳା l ଏହି କାର୍ଟୁନ କର୍ମଶାଳାଟି ଦୁଇ ଦିନ ଧରି ଚାଲିବ l ଏଥିରେ ପ୍ରଶିକ୍ଷଣ ଭାବେ ପ୍ରମେୟର ସମ୍ପାଦକୀୟ କାର୍ଟୁନିଷ୍ଟ ନନ୍ଦେଶୁ ରାଓ ଏବଂ ସମ୍ବଦର ସମ୍ପାଦକୀୟ କାର୍ଟୁନିଷ୍ଟ ଦେଵାଶିଷ…
ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକଉତ୍ସବ
ଭୁବନ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଆଦର୍ଶ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଆଦର୍ଶ ନାଗରିକ ହେବାକୁ ମହେଶ ଙ୍କ ଆହ୍ୱାନଭୁବନ ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକୋଉତ୍ସବ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଙ୍କ…
୫ ବ୍ଲକ୍ ରେ ଗଡିଲା ମାଣ୍ଡିଆ ରଥ
ଢେଙ୍କାନାଳ : ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗତ ଖରିଫ୍ ଋତୁରେ ଜିଲ୍ଲାରେ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ଉଦେ୍ଦଶ୍ୟ ନେଇ ୫ଟି ବ୍ଲକ୍ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରୁ ୫ଟି ମାଣ୍ଡିଆ ରଥ ଗଡିଛି ।
ଜିଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ…
କାମାକ୍ଷା ମହୋତ୍ସବ ମଶାଲ କୁ ବିପୁଳ ଶୁଭେଚ୍ଛା ଓ ଅଭିନନ୍ଦନ
ଭୁବନ: ଆଜି ଠାରୁ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଏହି ମହୋସôବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦେ୍ଧଶ୍ୱର ମନ୍ଦିରରେ ମହୋସôବ ର ସଫଳତା ନିମନ୍ତେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା…