Take a fresh look at your lifestyle.

ଭୁବନ ରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତ

0 10

Get real time updates directly on you device, subscribe now.

ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନୂଆବଜାର (ବସଷ୍ଟାଣ୍ଡ) ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର ଏକତା , ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମରସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିକହିଥିଲେ ଯେ, ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶରମୂଳମନ୍ତ୍ର । ଅମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ ଏବଂ ଗଣତନ୍ତ୍ରର ଆତ୍ମା । ନିଜର କର୍ତବ୍ୟକୁ ନିଷ୍ଠାରସହ ପାଳନ କରି ଆମ ସମ୍ବିଧାନର ଗରିମା ବଜାୟ ରଖିବା ଆମ ସମସ୍ତଙ୍କର କର୍ତବ୍ୟ ହେଉ ବୋଲି ନଗରପାଳ ଶୁଭେନ୍ଦୁସାହୁ ମତବ୍ୟକ୍ତ କରିଥିଲେ ।

ଭୁବନ ଏନଏସି ବିକାଶ ପଥରେ ଆଗେଇ ଚାଲିଛି ,ସମସ୍ତଙ୍କର ସହଯୋଗ ରହିଲେ ଆଗାମୀ ଦିନରେ ନିଶ୍ଚିତ ଭାବେ ସମଗ ୍ରରାଜ୍ୟରେ ୧ ନମ୍ବର ଏନଏସିମାନ୍ୟତା ପାଇବ ବୋଲି କହିଥିଲେ । ଏନଏସି ପରିସରରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସମସ୍ତ ବଣିକ ସଂଘ ସଭାପତି ,ଏନଏସି ନିର୍ବାହୀ ଅଧିକାରୀ , ଥାନାଧିକାରୀ , ଅଗ୍ନିଶମ ଅଧିକାରୀ ,କାଉନସିଲର ଙ୍କ ସମେତ ବହୁମାନ୍ୟଗଣ୍ୟ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ନଗରପାଳ କାଳି ବଜାରସ୍ଥିତ ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।

ଭୁବନ ପଂଚାୟତ ସମିତିଭୁବନ ୨୭.୧ – ଭୁବନ ପଂଚାୟତ ସମିତିତରଫରୁ ୭୪ତମସାଧାରଣତନ୍ତ୍ର ଦିବସ ପାଳିତହୋଇଯାଇଛି । ବ୍ଲକ ଅଧ୍ୟକ୍ଷାଶ୍ରୀମତୀସିପ୍ରାବରାଳଜାତୀୟ ପତାକାଉତୋଳନ କରିକରିକହିଥିଲେ ଯେ, ଗଣତନ୍ତ୍ରକୁରକ୍ଷାକରିବା ଆମରକାମ । ଭାରତ ଆଜିସୁପରପାୱାରହେବାକୁ ସ୍ୱପ୍ନ ଦେଖୁଛିକିନ୍ତୁ ଦାରିଦ୍ର,ବେକାରୀ,ବେରୋଜଗାରୀ,ଦୁର୍ନୀତିବିକାଶ ପଥରେ ପ୍ରତିବନ୍ଧକସାଜିଛି । ତେଣୁ ଆମକୁ ଦେଶପାଇଁସମର୍ପିତହୋଇକାର୍ଯ୍ୟକରିବାକୁ ପଡିବବୋଲିମତବ୍ୟକ୍ତକରିଥିଲେ ।, ବିଡିଓକଲ୍ୟାଣସୌରଭ ଦାଶ, ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଓ ସମସ୍ତକର୍ମଚାରୀଉପସ୍ଥିତ ଥିଲେ ।ତହସିଲକାର୍ଯ୍ୟାଳୟଭୁବନ ତହସିଲକାର୍ଯ୍ୟାଳୟ ପରିସରରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତହୋଇଯାଇଛି । ତହସିଲଦାରଡଃରୋଜାଲିନ ବେହେରାଜାତୀୟ ପତାକାଉତୋଳନ କରିମହାପୁରୁଷମାନଙ୍କୁମନେପକାଇ ଥିଲେ ।

ଅତିରିକ୍ତତହସିଲଦାରରାଜୀବଲୋଚନ ବେହେରା , ବରିଷ୍ଠକିରାଣୀସୁଧିରକୁମାର ପଣ୍ଡାଙ୍କ ସମେତସମସ୍ତକର୍ମଚାରୀଯୋଗଦେଇ ଜାତୀୟସଙ୍ଗୀତଗାନ କରିଥିଲେ ।ଭୁବନ ଥାନାରେବିପୁଳଉସôାହଉଦ୍ଦିପନା ର ସାହ ୭୪ତମସାଧାରଣତନ୍ତ୍ର ଦିବସ ପାଳିତହୋଇଯାଇଛି । ଆଇଆଇସିସୌଭାଗ୍ୟକୁମାରସ୍ୱାଇଁଜାତୀୟ ପତାକାଉତୋଳନ କରିଥିଲେ । ଏସଆଇସୁକାନ୍ତିକେର୍କଟା, ଅନୁରାଗମଲ୍ଲିକ , ଏଏସଆଇ ପ୍ରଦୀପ କୁମାରସତପଥି , ପ୍ରଭାତରାଉତ ,ଜୟଶ୍ରୀଗଡନାୟକ , ଦୀପକସିଂହଙ୍କ ସମେତସମସ୍ତକର୍ମଚାରୀଉପସ୍ଥିତ ଥିଲେ ।ବିଜ୍ଞାପିତ ଅଂଚଳ ପରିଷଦଭୁବନ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟଠାରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତହୋଇଯାଇଛି । ନଗରପାଳଶୁଭେନ୍ଦୁକୁମାରସାହୁଜାତୀୟ ପତାକାଉତୋଳନ କରିଥିଲୋ ସମସ୍ତକାଉନସିଲର , ନିର୍ବାହୀ ଅଧିକାରୀଶ୍ୟାମସୁନ୍ଦରସାହୁ,ବରିଷ୍ଠକିରାଣୀ ପ୍ରାଣକୃଷ୍ଣ ଓଝା,କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ , ଶକ୍ତି ପ୍ରସାଦ ସାହୁଙ୍କ ସମସ୍ତକର୍ମଚାରୀଉପସ୍ଥିତ ଥିଲେ । ଏନଏସିତରଫରୁଡାକ୍ତରଖାନାରେରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରଭୁବନ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତହୋଇଯାଇଛି । ମୁଖ୍ୟଚିକିସôା ଅଧିକାରୀଡା.ରମେଶକୁମାରସାହୁଜାତୀୟ ପତାକାଉତୋଳନ କରିଥିଲେ । ଡା.ମନୋଜକୁମାରମହାନ୍ତି,ଆକାଉଟାଣ୍ଟଶୁଭକାନ୍ତ ଆଚାର୍ଯ୍ୟ ଙ୍କ ସମେତସମସ୍ତକର୍ମଚାରୀଉପସ୍ଥିତ ଥିଲେ ।ଫରେଷ୍ଟରେଞ୍ଜ କାର୍ଯ୍ୟାଳୟଭୁବନ ଫରେଷ୍ଟରେଞ୍ଜ କାର୍ଯ୍ୟାଳୟରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତହୋଇଯାଇଛି । ରେଞ୍ଜର ଅନିତାସେଠୀଜାତୀୟ ପତାକାଉତୋଳନ କରିଥିବାବେଳେ ଫରେଷ୍ଟରକବିତାବିଶ୍ୱାଳ , ଫରେଷ୍ଟଗାର୍ଡମମତାକଅଁର ଓ ସ୍କ୍ୱାର୍ଡ ଙ୍କ ସମେତସମସ୍ତକର୍ମଚାରୀଉପସ୍ଥିତ ଥିଲେ ।ବିଜେଡିକାର୍ଯ୍ୟାଳୟଭୁବନ ବିଜେଡିକାର୍ଯ୍ୟାଳୟରେବ୍ଲକବିଜେଡିସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟରମେଶଚନ୍ଦ୍ରସାହୁମୁଖ୍ୟ ଅତିଥି ଭାବେଯୋଗଦେଇ ଜାତୀୟ ପତାକାଉତୋଳନ କରିଥିଲେ ।

ନଗରପାଳଶୁଭେନ୍ଦୁସାହୁ , ବ୍ଲକ ଅଧ୍ୟକ୍ଷାସିପ୍ରାବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଜିଲ୍ଲାବିଜେଡିସାଧାରଣସଂପାଦକ ଅଜୟ ସେଠୀ , ଅଚ୍ୟୁତାନନ୍ଦ ମଲ୍ଲିକ ଙ୍କ ସମେତବହୁ ଦଳୀୟକର୍ମୀଉପସ୍ଥିତ ଥିଲେ ।ଅନୁରୂପ ଭାବେଭୁବନରସମସ୍ତସରକାରୀ ,ବେସରକାରୀସ୍କୁଲ,କଲେଜ,ବଣିକସଂଘ,ବ୍ୟାଙ୍କରେ ୭୪ତମସାଧାରଣତନ୍ତ୍ର ଦିବସପାଳିତହୋଇଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.