Take a fresh look at your lifestyle.
Daily Archives

January 28, 2023

ଷଡ଼ଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶତାୟୁ ଅନୁଷ୍ଠାନ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କର ଶନିବାର ପରଲୋକ ହୋଇଯାଇଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କଟକ ବଡ଼ ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ହୁସେନ ରବି ଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା। ହୁସେନ…

ବିଶିଷ୍ଟ ସମାଜବାଦୀ ଶ୍ରମିକ ନେତା ୰ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ

ଢେଙ୍କାନାଳ : ଓଡିଶାର ବିଶିଷ୍ଠ ସମାଜବାଦୀ ସଂଗ୍ରାମୀ ଶ୍ରମିକ ନେତା ୰ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ଢେଙ୍କାନାଳ ଟାଉନ୍ଠାରେ ଶତାଧିକ ଶ୍ରମିକ, ରାଜନେତା, ସମାଜସେବୀ, ଶିକ୍ଷାବିତ୍, ସାଧାରଣ ଜନତା ତଥା ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି ।…

କେନ୍ଦି୍ରୟ ଶ୍ରମିକ ସଂଗଠନମାନଙ୍କର ବୈଠକ

ଢେଙ୍କାନାଳ: ଷ୍ଟେସନ ବଜାରସ୍ଥିତ ବିକେଏମ୍ୟୁ ଜିଲ୍ଲା କାର୍ଯ୍ୟାଳ ଠାରେ ଆଜି ଶନିବାର ସମୟ ୧୨ ଘଟିକା ରେ କେନ୍ଦି୍ରୟ ଶ୍ରମିକ ସଂଘ ସମୁହକଙ୍କ ଦେଇଥିବା ଆହ୍ୱାନକୁ ସମର୍ଥନ ଜଣାଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟଳୟ ଠାରେ ହେବାକୁ ଯାଉଥିବା ୪ଟି ଶ୍ରମ…

ପଲ୍ଲିଶ୍ରୀ ମେଳା ମିଲେଟ ମିଶନର ଖାଦ୍ୟ ଷ୍ଟଲରେ ଭିଡ

ଢେଙ୍କାନାଳ : ଢେଙ୍କାନାଳ ମିନି ଷ୍ଟାଡିୟମ ରେ ପୁରୁଷ ବିଶ୍ୱ କପ ହକି ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ ମହୋସôବରେ ଓଡିଶା ମିଲେଟ୍ ମିଶନର ଏକ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ଏକ କେକ୍ କାଟି ଖାଦ୍ୟ ମେଳା ଷ୍ଟଲ କୁ…

ଭୁବନ ରେ ୭୪ତମସାଧାରଣତନ୍ତ୍ର ଦିବସ ପାଳିତ

ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନୂଆବଜାର (ବସଷ୍ଟାଣ୍ଡ) ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର…

ମହିମା ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ମହିମାଗାଦି: ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଆଜି ତା୨୮.୦୧.୨୦୨୩ ରିଖ ଡିବା ୧୧.୩୦ ଠାରୁ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ +୨ ରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଓ ଶିକ୍ଷକ ମାନଙ୍କର ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ…