Take a fresh look at your lifestyle.
Daily Archives

January 30, 2023

ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷ ରୁ ଗାନ୍ଧିଜୀ ଙ୍କ ତିରୋଧାନ ଦିବସ ପାଳିତ

ପରଜଙ୍ଗ: ବିଶ୍ୱରେ ଅଂହିସକ ଆନ୍ଦୋଳନ ଓ ବିଚାର ର ଉଦାହରଣ ହେଉଛନ୍ତି ମହାତ୍ମାଗାନ୍ଧୀ l ଗାନ୍ଧିଜୀ ଙ୍କୁ ହତ୍ୟା କରାଯାଇଥିଲେ ବି ତାଙ୍କ ବିଚାର କୁ କେହି ହତ୍ୟା କରିପାରିନାହାନ୍ତି ବୋଲି ତାଙ୍କ 75ତମ ତିରୋଧାନ ଦିବସ ରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ଢେଙ୍କାନାଳ ଜିଲ୍ଲା ସର୍ବୋଦୟ…

ବାଲୁଙ୍କେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଂଚାୟତ ଅନ୍ତର୍ଗତ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ୱର ମହାବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭୁବନ ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି…

ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଭୁବନ : ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ଦିନିକିଆ ଗସ୍ତରେ ଭୁବନ ଆସି ବିଭିନ୍ନ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଭୁବନ ସତ୍ୟସାଇ ସେବା ସମିତି ( ସାଇ ମନ୍ଦିର) ପରିସରରେ ସାଂସଦ ଙ୍କ ଉନ୍ନୟନ ପାଣ୍ଠି (୧୭ ଲକ୍ଷ ଟଙ୍କା ବ୍ୟୟ) ରେ ନିର୍ମିତ ସାଇ କମ୍ୟୁନିଟି ସେଣ୍ଟର କୁ ଉଦଘାଟନ…

କୁଷ୍ଠ ସଚେତନତା ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ "ସ୍ପର୍ଶର୍ କୁଷ୍ଠ ସଚେତନତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସଦ୍ଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ…

ସିମିଳିଆ ଟୁର୍ଣ୍ଣାମେଂଟ୍ ଉଦ୍ୟାପିତ

ଢେଙ୍କାନାଳ : ଢେଙ୍କାନାଳ ସହର ନିକଟସ୍ଥ ସିମିଳିଆ ପଡିଆରେ ୧୫ ତାରିଖରୁ ଆରମ୍ଭ ହୋଇ ଆଜି ୨୯ ତାରିଖରେ ଉଦ୍ୟାପିତ ହୋଇଛି । ଆଜିର ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଉଦ୍ୟାପନୀ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉକ୍ରଳ ଆଜବେଷ୍ଟସ୍ର…

ଢେଙ୍କାନାଳ ଜିଲ୍ଲା କ୍ଷୁଦ୍ର ସମ୍ବାଦପତ୍ର ସଂଘର ବୈଠକ

ଢେଙ୍କାନାଳ: ଜିଲ୍ଲାରେ କ୍ଷୁଦ୍ର ସମ୍ବାଦପତ୍ର (ସାପ୍ତାହିକ-ପାକ୍ଷିକ-ମାସିକ)  ଆର୍ଥିକ ଅବସ୍ଥା ଏବଂ ପ୍ରଶାସନିକ ଅବହେଳାକୁ ନେଇ ଉପେକ୍ଷିତ ଅବସ୍ଥାରେ ପଡିରହିଛନ୍ତି । ସମ୍ବାଦପତ୍ରର ମାଲିକମାନେ ବିଭିନ୍ନ ପାରିପାଶ୍ୱର୍ିକ ଚାପର ଶୀକାର ହୋଇ ନିଜକୁ ଅସହାୟ ମନେକରୁଥିବାକୁ ଉପଲବ୍ଧି କରି…

ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ବର୍ଷ…