Take a fresh look at your lifestyle.

ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

0 16

ଢେଙ୍କାନାଳ :ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ସାଧାରଣତନ୍ତ୍ର ଦିବସ ବିଷୟରେ କହିଥିଲେ। କନ୍ୟା କୁମାରୀ ଭୂତିଅ, ଉର୍ମିଳା କର, ଜୟନ୍ତୀ ରଥ, ସୌଦାମିନୀ ଦେହୁରୀ, ବବିତା ସାହୁ, ମାମାଲି ମିଶ୍ର, ଲିପିକା ନାଏକ, ଉପାସନା ନାଥ ଶର୍ମା, ପ୍ରଶାନ୍ତ ସାହୁ, ଓ ସୁଜିତ୍ ଦାସ ଙ୍କ ଉପସ୍ଥିତିରେ ଏହି ୭୪ ତମ ସାଧାରଣତନ୍ତ୍ର ଦିବସ ଟି ପାଳନ କରାଯାଇଥିଲା।

- Advertisement -

Leave A Reply

Your email address will not be published.