Take a fresh look at your lifestyle.

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଚଉସ୍ତରୀତମ ସାଧାରଣତନ୍ତ୍ର ଦିବସ ପାଳିତ

0 25

ଢେଙ୍କାନାଳ:ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଢେଙ୍କାନାଳ ଶାଖା ତରଫରୁ ଚଉସ୍ତରୀତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ପତାକା ଉତ୍ତୋଳନ କରିଥିଲେ।

ଏହି ସମାରୋହରେ ଉପସ୍ଥିତ ଥିଲେ ସତବିପ୍ର ଭୋଇ, ଚନ୍ଦ୍ରାୟ ମାଝି, ସୌମ୍ଯ ମିଶ୍ର, ଗୋପାଳ ଚନ୍ଦ୍ର ସାହୁ, ବିଶ୍ବଜିତ ବରାଳ, ପ୍ରକାଶ ଚନ୍ଦ୍ର ଖୁଣ୍ଟିଆ, ସୁରେଶ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ଖୁଣ୍ଟିଆ, ଶିବରାମ ବିଶ୍ବାଳ ତଥା ଅନ୍ଯାନ୍ଯ କର୍ମଚାରୀବୃନ୍ଦ। ଏହି ଅବସରରେ ମୁଖ୍ଯ ପ୍ରବନ୍ଧକ ଷ୍ଟେଟ୍ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ

- Advertisement -

Leave A Reply

Your email address will not be published.