Take a fresh look at your lifestyle.

କାଳୀୟ ଦଳନ ଏକାଦଶୀ ନିତି ପାଳିତ

0 8

Get real time updates directly on you device, subscribe now.

ଢେଙ୍କାନାଳ : କୈବଲ୍ୟ ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କାଳୀୟ ଦଳନ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା।୧୦ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ଅର୍ନଧୂପ ସନ୍ଧ୍ୟା ରେ ଆଳତି ରାତ୍ରରେ ରାତ୍ର ଧୂପ ଓ ଏକାଦଶୀ ବେଢ଼ା ଓ ମହାଦୀପ ଉଠିବା ପରେ ପହଡ ପଡ଼ିବ।

ପୂଜକ ଶ୍ରୀବତ୍ସ ମିଶ୍ର, ପୂଜକ ମଳୟ କର, ପାଳିଆ ସେବକ ସମ୍ଭୁନାଥ ମହାପାତ୍ର, ସୁଆର ନିଳମଣୀ ଆଚାର୍ଯ୍ୟ କାହାଳିଆ ଟିକନ ବେହେରା,ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ଏକାଦଶୀ ନିତି ପାଳିତ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.