Take a fresh look at your lifestyle.
Monthly Archives

August 2023

ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସାଙ୍କୁଲେଇ ପଂଚାୟତର ସାଙ୍କୁଲେଇ ଗ୍ରାମର ଦିନବନ୍ଧୁ ଭୋଳଙ୍କ ଫାର୍ମ ହାଉସ୍ରେ ଦୁର୍ଲଭ ପାରିଜାତ ଫୁଲ ଫୁଟିଅଛି । ଯାହାକୁ ନେଇ ଅଂଚଳରେ ଖୁସିର ଲହରି ଖେଳିଯିବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଦିନବନ୍ଧୁ ଜଣେ ଫୁଲ ପ୍ରେମୀ ।…

ଖାଉଟି ଉପଭୋକ୍ତା ଜାଗ୍ରତ ଶିବିର ଉଦ୍ଘାଟିତ

ଢେଙ୍କାନାଳ : ସ୍ଥାନୀୟ ବୋରାପଦାସ୍ଥିତ ଅଂସିହା ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ମିଳିତ ଆନୁକୂଲ୍ୟରେ ଡମଶାଳ ଆଦିବାସୀ ଆବାସିକ ବିଦ୍ୟାଳୟ ପରିସରରେ ଖାଉଟି ଉପଭୋକ୍ତା ଜାଗ୍ରତ ଶିବିର ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ବାରଦା ମାତୃଭବନର ପ୍ରତିଷ୍ଠା ଦିବସ ପାଳନ ଓ ସୁବର୍ଣ୍ଣ ଜୟନ୍ତୀ ସମ୍ବତ୍ସର ଉତ୍ସବ ଶୁଭାରମ୍ଭ

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ବାରଦା ମାତୃଭବନର ପ୍ରତିଷ୍ଠା ଦିବସ ପାଳନ ସହ ଏକାସଙ୍ଗେ ଏହାର ୫୦ତମ ଜୟନ୍ତୀ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଏହି ମହୋତ୍ସବରେ ସଦର ବ୍ଲକ୍ ବି.ଡି.ଓ ସୁଧୀର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭବନ ଉତୋଳନ ସହ…

ଓଡିଶାରେ ଦୁର୍ନୀତି, କୁଶାସନ ଓ ସାମ୍ବିଧାନିକ ବିଧ୍ୱ ଉଲଙ୍ଘନକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନବନିର୍ମାଣ ସ୍ୱରାଜ…

 ଢେଙ୍କାନାଳ : ନବନିର୍ମାଣ ସରାଜ ସରକାର ତରଫରୁ ଓଡିଶାରେ ଦୁର୍ନୀତି, କୁଶାସନ ଓ ସାମ୍ବିଧାନିକ ବିଧ୍ ଉଲ୍ଲଙ୍ଘନ ଘଟଣାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏଥରେ ଶିକ୍ଷା, ନିଯୁକ୍ତି ଓ ଆଇନ୍ ଶୃଙ୍ଖଳା…

ଶ୍ରେୟା ଅନୁଷ୍ଠାନ ପକ୍ଷରୁ ଛତା ଏବଂ ମଶାରୀ ବଣ୍ଟନ କାର୍ଯକ୍ରମ ଏବଂ ସଚେତନ ଶିବିର

ଢେଙ୍କାନାଳ : ଶ୍ରେୟା ଅନୁଷ୍ଠାନ ପକ୍ଷରୁ ଢେଙ୍କାନାଳ ସଞ୍ଜୟ କଲୋନୀ ଏବଂ ବନମାଳି ପ୍ରସାଦ କିନ୍ନର ବସ୍ତି ଶୀତଳ ସାହି ରେ ପ୍ରତ୍ୟେକ ପରିବାର ସଦସ୍ୟ ଙ୍କୁ ଛତା ଏବଂ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ଯାଇଅଛି। ଖରା ଏବଂ ବର୍ଷା ଦିନରେ ଛତା ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହାକି…

ସୁରେଶ ମିଶ୍ର ବେଲଟିକିରି କଲେଜ୍ ର ନୂତନ ଅଧ୍ୟକ୍ଷ

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ବେଲଟିକିରି ଠାରେ ଥିବା ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଦେ୍ର୍ଦଶକଙ୍କ ୭.୮.୨୩ ପତ୍ର ସଂଖ୍ୟା ୪ଏ-୧୫୪-୨୦୧୯-ଓଠ ୮୪୫୪…

ଅଗଷ୍ଟ କ୍ରାନ୍ତି ଏବଂ ବିଶ୍ବ ଆଦିବାସୀ ଦିବସ ପାଳନ

ଢେଙ୍କାନାଳ : ଇଂଲିଶ କ୍ଲବ ଏବଂ ନଗର ଶାଖା ମିଳିତ ଭାବରେ ଢେଙ୍କାନାଳ ବାଜିଚୌକ ସ୍ଥିତ ବାପୁଜୀ ଉ. ପ୍ରା ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କ୍ଲବ୍ ର ସଭାପତି ଶୁଭ୍ରାଂଶୁ ଭଞ୍ଜଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ…

ଗଁଦିଆ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ : ଗଁଦିଆ ବ୍ଳକ ସଦର ମହକୁମା ରେ ଅନୁଷ୍ଠିତ ହେବାକୁ ଥିବା ସ୍ବାଧୀନତା ଦିବସ ପାଳନ ପାଇଁ ଆଜି ଗଁଦିଆ ଉଚ୍ଚ ବିଦ୍ୟାଳୟ ରେ ଗଁଦିଆ ସଦର ମହକୁମା ସ୍ଥିତ ବିଦ୍ୟାଳୟ ମାନଙ୍କ ର ତିନୋଟି ବର୍ଗର ପ୍ରତିଯୋଗିତା ଗଁଦିଆ ବ୍ଳକ ସ୍ବାଧୀନତା ଦିବସ ପାଳନ କମିଟି ବୈଠକ ଅନୁଯାୟୀ କରାଯାଇଥିଲା।…

ଦାବୀ ପୂରଣ ଲାଗି ଆନେ୍ଦାଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଫେଡେରେସନ୍

ଢେଙ୍କାନାଳ : ତିନିଦଫା ଦାବୀପୂରଣ ନହେଲେ ଚଳିତ ମାସ ୧୬ ତାରିଖ ଠାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକସଂଘ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ସଭାପତି ରମଣୀ ରଞ୍ଜନ ତ୍ରିପାଠୀ,…

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଏକାଦଶାହ ରେ ସ୍ମୃତି ସଭା

ଢେଙ୍କାନାଳ : ଗଁଦିଆ ଦୈନିକ ସମ୍ବାଦର ଗଁଦିଆ ବ୍ଳକ ପ୍ରତିନିଧି ଗଁଦିଆ ପ୍ରେସ କ୍ଲବ ର ସଭାପତି ମହେନ୍ଦ୍ର ସାହୁ ଙ୍କ ସହଧର୍ମିଣୀ ତଥା ଗଁଦିଆ ବ୍ଳକ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରତା ସ୍ବର୍ଗତା ପ୍ରତିମା ସାହୁ ଙ୍କ ଏକାଦଶାହ ରେ ଗଁଦିଆ ପ୍ରେସ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ…