Take a fresh look at your lifestyle.

ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

0 66

Get real time updates directly on you device, subscribe now.

ଭୁବନ : ଭୁବନ ବାଜି ରାଉତ ମହାବିଦ୍ୟାଳୟରେ ମୋ କଲେଜ ୟୁନିଟ ଓ ଇକୋ କ୍ଲବ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ପ୍ରଭାତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସଂପର୍କରେ ଛାତ୍ର, ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେଅଧ୍ୟାପକ ହିମାଂଶୁ ମିଶ୍ର , ଅନିଲ କୁମାର ଧିର ,ସୁବାସ ଚନ୍ଦ୍ର ପତି , କର୍ମଚାରୀ ଶ୍ରୀବତ୍ସ ଥାଟୋଇ , ସୌମ୍ୟ ରଂଜନ ଧିର ,ଗଗନ ମିଶ୍ର , ରଘୁନାଥ ଦାସ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଶେଷରେ ଅଧ୍ୟାପକ ପ୍ରଭାତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.