Take a fresh look at your lifestyle.
Monthly Archives

February 2022

ଶଙ୍କରପୁର ହରିଜନ ସାହିରେ ପାନୀୟ ଜଳ ସମସ୍ୟା, ଆପ୍ ଘେରିଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ

ଢେଙ୍କାନାଳ : ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ବିଂଝାରପୁର ହରିଜନ ସାହିରେ ଦୀର୍ଘ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା l ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର l ସ୍ଥାନୀୟ ଲୋକ ମାନେ ସରପଞ୍ଚ ଏବଂ ବିଡିଓ ଙ୍କୁ ଅନେକ ଥର ନେହୁରା ହୋଇ କହିଥିଲେ ମଧ୍ୟ କେହି…

ପୁନଃ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

କୋଣାର୍କ : ବିଭିନ୍ନ କାରଣରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇଥିବା ମତଦାନ ଆଜି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । କଣାସ ବ୍ଲକର ବଡାଲ ପଞ୍ଚାୟତର ୱାର୍ଡ ନଂ ୫, ୭ ଏବଂ ୮, ବ୍ରହ୍ମଗିରିର ଚାପାମାଣିକ ପଞ୍ଚାୟତର ୱାର୍ଡ ନଂ…

ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ଆଜି ମତଦାନ

କୋଣାର୍କ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ଅସ୍ତରଙ୍ଗ ବ୍ଲକର ୧୫ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୩୦ଟି ୱାର୍ଡ, ୨ଟି ଜିଲ୍ଲା ପରିଷଦ ଜୋନ ଏବଂ କାକଟପୁର ବ୍ଲକର ୧୬ଟି  ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି…

ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ

ଢେଙ୍କାନାଳ: ଢେଙ୍କାନାଳ ଗଜମରା ଗ୍ରାମରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ତିନି ଦିନ ଚାଲିଥିଲା ଅଷ୍ଟ ପ୍ରହରୀ। ପ୍ରଥମ ଦିନ କଳସ ଘଟ ସ୍ଥାପନ କରାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଗତକାଲି ୧୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ। ଆଜି…

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ପ୍ରଦାନ କରାଯାଉ

ଢେଙ୍କାନାଳ : ଖବର ସଂଗ୍ରହ କ୍ଷେତ୍ରରେ ନିୟୋଜିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରବା ପାଇଁ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଶେଷକରି ପଂଚାୟତ ନିର୍ବାଚନ ସମୟରେ ଖବର ସଂଗ୍ରହ କରୁଥିବା…

ନିହଲପ୍ରସାଦ ରେ ପୁନଃ ମତଦାନ : ସୁରକ୍ଷା ବ୍ୟବସ୍ଥା କଡାକଡି

 ଗଁଦିଆ : ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତରେ ଆସନ୍ତା କାଲି ଅନୁଷ୍ଠିତ ପୁନଃ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକୁଡି କରାଯାଇଛି । ଯେପରି ମତଦାନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ…

ଭୁବନ ବ୍ଲକ : ଶାନ୍ତିପୂର୍ଣ୍ଣ ଭାବେ ଭୋଟସରିଲା ୭୯ ପ୍ରତିଶତ ମତଦାନ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ସେଥି ମଧ୍ୟରୁ ଧଳପଡା ରେ ସର୍ବାଧିକ ୮୭ ପ୍ରତିଶତ ଭୋଟ…

ଯୋରନ୍ଦା ମେଳାର ଅନ୍ତିମ ପର୍ବ ଗୋଷ୍ଠୀ ସତ୍ସଙ୍ଗ : ଆଜିଠୁ ଫେରିବେ ନିଜ ଆଶ୍ରମକୁ ସନ୍ନ୍ୟାସୀ,ସାଧୁ ,ତ୍ୟାଗୀ ଓ ବୈରାଗୀ

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାର ଅନ୍ତିମ ପର୍ବ ହେଉଛି ଗୋଷ୍ଠୀ ସତ୍ସଙ୍ଗ । ଏହି ଗୋଷ୍ଠୀ ସତ୍ସଙ୍ଗ ଉତ୍ସବ ମହିମାଗାଦିର ନାଟିମା ବଜାର ଗୋଷ୍ଠୀ ସତ୍ସଙ୍ଗ ବେଢାରେ ଗୁରୁବାର ପୂର୍ବାହ୍ନ ସାଢେ ୧୦ଟାରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ସତ୍ସଙ୍ଗରେ ୨ ଶହ ରୁ ଉଦ୍ଧ୍ୱର୍ ବକ୍କଳଧାରୀ…

କଳିଙ୍ଗ ଷ୍ଟାଡିଅମ୍‌ : ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି…

ଭୁବନ ବ୍ଲକରେ ଭୋଟ ଆଜି : ୩୯ ଟି ଅତି ଉତେଜନା ପ୍ରବଣ ବୁଥରେ ସିସିକ୍ୟାମେରା ଲଗାଇବାକୁ ଦାବି

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆସନ୍ତାକାଲି ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣହେବ । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ପାର୍ଟି ସମସ୍ତ ବୁଥ ରେ ପହଁଚି ସାରିଛନ୍ତି । ବୁଥ ରେ ପୋଲିସ ସୁରକ୍ଷା ବନେ୍ଦାବସ୍ତ ମଧ୍ୟ…