Take a fresh look at your lifestyle.

ବ୍ଲକ ଉପାଧ୍ୟକ୍ଷl  ସୁଭଦ୍ରା ପାତ୍ର ଜିଲ୍ଲାପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

0 361

Get real time updates directly on you device, subscribe now.

ଭୁବନ : ମlର୍ଥlପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ର ଭୁବନ ବ୍ଲକ ଉପାଧ୍ୟକ୍ଷl ସୁଭଦ୍ରା ପାତ୍ର ଭୁବନ ବ୍ଲକର ଜୋନ -୦୧ ପାଇଁ ଜିଲ୍ଲାପରିଷଦ ପ୍ରାର୍ଥୀନି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କୋଭିଡ କଟକଣା ପାଳନ ସହିତ ପ୍ରସ୍ତlବକ ମୀନତୀ ମିଶ୍ର ଓ ସମର୍ଥକ ସଞ୍ଜୟ କୁମାର ଦାଶ ଗୋଟିଏ ସେଟ୍ ନାମାଙ୍କନ ପତ୍ର ଓ  ଜିନେଇଲୋ ଗ୍ରାମ୍ୟ କମିଟି ସଭାପତି ଦୁର୍ଯୋଧନ ଦୁଃଶାସନ ପାତ୍ର ଦ୍ୱିତୀୟ ସେଟ୍ ନାମାଙ୍କନ ପତ୍ର କାମାକ୍ଷାନଗର ସବ୍ କଲେକ୍ଟର  ଙ୍କ କାର୍ଯ୍ୟାଳୟ ରେ ଦାଖଲ କରିଛନ୍ତି ।

ସାମାଜିକ ଦୁରତlର ଅନୁପlଳନ କରିବା ସହିତ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜିଲ୍ଲା ମହିଳା ସମ୍ପାଦିକା ତିଳୋତ୍ତମା ଚୌଧୁରୀ ଓ ଭୁବନ ବ୍ଲକ ମହିଳା ସଭାପତି ସଂଧ୍ୟାରlଣୀ ନାୟକ ଜିଲ୍ଲାପରିଷଦ ନାମାଙ୍କନ ପତ୍ର ଦାଖଲ କରିବାରେ ସହାୟତା କରିଥିଲେ । ଆଇନ୍ ପରାମର୍ଶ ଦାତା  ଶେଷ ରଞ୍ଜନ ଦାଶ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.