Take a fresh look at your lifestyle.
Monthly Archives

December 2021

ନୋଟାରୀ ଶିବପ୍ରସାଦଙ୍କ ବିୟୋଗରେ ଓକିଲ ସଂଘର ଶୋକ

କାମାକ୍ଷାନଗର: କାମାକ୍ଷାନଗର ଓକିଲସଂଘ ସଦସ୍ୟ ତଥା କାଳିଆପାଣିର ନୋଟାରୀ ଆଇନଜୀବୀ ଶିବ ପ୍ରସାଦ ରଣାଙ୍କ ପରଲୋକ ଘଟିଛି । ଏହି ଅବସରରେ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ସଂପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳଙ୍କ ଆହ୍ୱାନକ୍ରମେ ସଂଘର ସମସ୍ତ ସଦସ୍ୟମାନଙ୍କୁ ନେଇ ସଂଘ କାର୍ଯ୍ୟାଳୟରେ ଏକ ଶୋକସଭା…

୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ

ଧାମନଗର: ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ନିଶା କାରବାର ସହ ମଦ ବେପାର ବୃଦ୍ଧି ପାଉଥିବାବେଳେ ଧାମନଗର ଠାରେ ଥିବା ଅବକାରୀ ବିଭାଗ ଥାନା ଏଥିରେ କୌଣସି ପଦକ୍ଷେପ ନେଉନାହିଁ ବରଂ ମଦବେପାରୀଙ୍କ ଠାରୁ ମାସିକିଆ ବଟିନେଇ ଚୁପ୍ ଚାପ ବସିଯାଉଛି । ହେଲେ ଏହି ଚୋରା ମଦ କାରବାରକୁ ପୋଲିସ ଅଧିକାଂଶ…

ଅଙ୍ଗନାୱାଡି କେନ୍ଦ୍ର ସ୍ଥାନାନ୍ତରିତକୁ ନେଇ ଗ୍ରାମବାସୀଙ୍କ ବିରୋଧ

କାମାକ୍ଷା ନଗର : କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ କେନ୍ଦୁମୁଣ୍ଡାର ଆଜକୁ ତିରିଶି ବର୍ଷ ହେଲାଣି ଅଙ୍ଗନାୱାଡି କେନ୍ଦ୍ର ଚାଲିଆସୁଛି । ଏହି ଗ୍ରାମର ଥିବା ଅଙ୍ଗନାୱାଡି କେନ୍ଦ୍ର ଉପରେ ନାରଦ ମୁଣ୍ଡା ଏବଂ କେନ୍ଦୁମୁଣ୍ଡା ଆଦିବାସୀ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି । କିନ୍ତୁ…

ପ୍ରେମ୍ ଶଙ୍କର ଜିଲ୍ଲା କଂଗ୍ରେସ୍ ମୁଖପାତ୍ର ନିଯୁକ୍ତ

ଢେଙ୍କାନାଳ : ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ପ୍ରଦେଶ କଂଗ୍ରେସ୍ କମିଟିର ଅନୁମୋଦନ କ୍ରମେ ପ୍ରେମ୍ ଶଙ୍କର ମିଶ୍ରଙ୍କୁ ଜିଲ୍ଲା ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି । ଆଗାମୀ ଦିନରେ ସମସ୍ତ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମମାନଙ୍କର ସହଯୋଗ ନେଇ ସେ…

ବିଶ୍ୱ କୁନ୍ତଳ ଶିଶୁ ଗୃହରେ ଡ. ରାଧାନାଥ ରଥଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହ

ଢେଙ୍କାନାଳ : ଓଡିଆ ସାମ୍ବାଦିକତାର ପିତାମହ ଭୀଷ୍ମ, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ, ଅଗ୍ରଣୀ ସମାଜସେବୀ ଓ ଓଡିଶାର ପୂର୍ବତନ ବରିଷ୍ଠ ମନ୍ତ୍ରୀ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ କୀର୍ତି ଓ କୃତୀ ଆଜିର ଯୁବ ସମାଜ ପାଇଁ ପଥପ୍ରଦର୍ଶକ ବୋଲି ମହୁଲପଡା ବିଶ୍ୱ କୁନ୍ତଳ…

ମୁଖ୍ୟମନ୍ତ୍ରୀଙ୍କୁ କୃଷକ ମହାସଂଘର ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଆଠମଲ୍ଲିକ : ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଠମଲ୍ଲିକ ଉପଜିଲ୍ଲାପାଳ…

୫ବର୍ଷ ତଳୁ ଟୋକନ୍ ମିଳିଲାଣି, ଜମିପଟ୍ଟା ମିଳୁନି

ଢେଙ୍କାନାଳ : ପୌରାଂଚଳ ୯ନଂ ୱାର୍ଡର କନ୍ଧସାହି, ଜୁଆଙ୍ଗ ସାହି, ଦଳିତ ସାହି, ମୁସ୍ଲିମ୍ ସାହିର ଜନସାଧାରଣ ଜମି ପଟ୍ଟା ପାଇବା ନିମନ୍ତେ ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରକାଶ ଥାଉକି, ଦୀର୍ଘ ୫ବର୍ଷ ହେବ ଜମିପଟ୍ଟା ପାଇବା ନିମନ୍ତେ ଏହି ଅଂଚଳର ବହୁ ଲୋକ ଟୋକନ୍…

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ

ଢେଙ୍କାନାଳ : ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ତ୍ରୟମାସିକ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ବେଳେ ଜନସାଧାରଣଙ୍କ ଧନଜୀବନ ରକ୍ଷା ସହ ଦୈନନ୍ଦିନ ଜୀବନ ଜୀବିକା ସ୍ୱାଭାବିକ କରିବା ପାଇଁ ସମସ୍ତ…

ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ-ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ

ଓଡ଼ାପଡ଼ା: ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ତପନ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସନ୍ଧ୍ୟା…

ବାଲିପଟା ହାଇସ୍କୁଲ ଛାତ୍ରୀନିବାସରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସରେ କରୋନା ସ୍କିନିଂ ଆରମ୍ଭ ହୋଇଛି । ଏହି କ୍ରମରେ ଛେଣ୍ଡିପଦା ବ୍ଳକର ବାଲିପଟା ପଂଚାୟତ ଉଚ୍ଚ ଆବାସିକ ବିଦ୍ୟାଳୟ ଛାତ୍ରୀନିବାସରୁ ୧୦ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛାତ୍ରୀନିବାସର ୬୩…