Take a fresh look at your lifestyle.

ବାଲ୍ୟ ବିବାହ କୁ ବନ୍ଦ କଲା ପ୍ରଶାସନ

0 2

Get real time updates directly on you device, subscribe now.

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ କାଟେଣୀ ଗ୍ରାମ ସନିକଟ କୁମ୍ଭାରୁନୀବାଟି ଗ୍ରାମରେ ଆଜି ଏକ ବାଲ୍ୟ ବିବାହ କୁ ପୁଲିସ ଏବଂ ପ୍ରଶାସନ ବନ୍ଦ କରିଛନ୍ତି | ଜଣେ ୧୭ବର୍ଷୀୟ ନାବାଳିକାକୁ ଜଣେ ଯୁବକ ବିବାହ କରୁଥିବାର ଖବର ପାଇ ଗଁଦିଆ ବ୍ଲକ ମହିଳା ଓ ଶିଶୁ ବିକାଶ ପକଲ୍ପ ଅଧିକାରୀ ଉର୍ମିଳା ଦେହୁରୀ, ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ,  ଏ ଏସ ଆଈ ପୁଷ୍ପିତା ତ୍ରିପାଠୀ ଓ ଅନ୍ୟ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବାହାଘରକୁ ବନ୍ଦ କରିଥିଲେ |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.