Take a fresh look at your lifestyle.

ରାଧାଦେଇପୁର ଉଚ୍ଚବିଦ୍ୟାଳୟରେ ବଂଧୁମିଳନ କାର୍ଯ୍ୟକ୍ରମ

ଢେଙ୍କାନାଳ:ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସରକାରଙ୍କର ମୋ ସ୍କୁଲ ଅଭିଯାନ ଯୋଜନାନୁଯାୟୀ 1997 ମାଟ୍ରିକ୍ୟୁଲେସନ ବ୍ୟାଚର ଏକ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୌମ୍ୟପ୍ରକାଶ ପାଣିଙ୍କ ଆବାହକତ୍ଵରେ ମନୋରଞ୍ଜନ ମିଶ୍ରଙ୍କ ଆୟୋଜନ…

ସମାଜସେବୀ ଗୌରହରି ଦାସଙ୍କ ପରଲୋକ

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକର ରାଧାଦେଈପୁର ପଂଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁର ସମାଜସେବୀ ଗୌରହରି ଦାସ (୭୦)ଙ୍କର ମସ୍କିଷ୍କାଘାତରେ ପରଲୋକ ଘଟିଛି । ସେ ରାଧାଦେଈପୁର ସତ୍ୟନାରାୟଣ ପାଲା ସମିତିର ସଂପାଦକ ଓ ମୂଖ୍ୟ କର୍ଣ୍ଣଧାର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ତାଙ୍କ…

କଂଗ୍ରେସ କମିଟି ତରଫରୁ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ: ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପତାକା ଉତୋଳନ କରାଯାଇ ଦଳର ପ୍ରତିଷ୍ଠା ଦିବସ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ନେତା ରବି ନାରାୟଣ ମହାନ୍ତି,…

ଜାତୀୟ ସ୍ତରୀୟ ୱେବିନାର,ଜିଏସଟି ଉପରେ ଆଲୋଚନା

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟବିଭାଗ ଓ ଦି ଇନଷ୍ଟିଚୁଟ ଅଫ କଷ୍ଟ ଆଣ୍ଡ ଆକାଉଣ୍ଟସ୍ ଅଫ ଇଣ୍ଡିଆ ଭୁବନେଶ୍ୱର ଶାଖାର ସହଯୋଗରେ ଜିଏସଟି ମୁଭିଙ୍ଗ ଆହେଡ୍ ଶିର୍ଷକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ…

ଯୋରନ୍ଦା: ସରପଞ୍ଚ ପଦବୀ ସଂରକ୍ଷଣକୁ ବାତିଲ ଦାବି କଲେ ମହିମା ସନ୍ୟାସୀ

ଯୋରନ୍ଦା: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ଟି ଅନୁସୂଚିତ ଜାତି ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ମହିମା ସନ୍ୟାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅନୁସୂଚିତ ଜାତି ମହିଳା ମାନଭ୍କ ପାଇଁ ସରପଞ୍ଚ…

ସାମ୍ବାଦିକଙ୍କ ଗିରଫଦାରୀକୁ ବିରୋଧ: ଏସପିଙ୍କ ଦ୍ବାରସ୍ଥ ହେଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ

ଭବାନୀପାଟଣା: ମିଥ୍ୟା ମାମଲାରେ ନର୍ଲାର ସାମ୍ବାଦିକଙ୍କୁ ଛନ୍ଦି ରାତି ଅଧିଆ ଗିରଫଦାରୀକୁ ତିବ୍ର ବିରୋଧ କରିଛି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ…

ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ…

ଢେଙ୍କାନାଳ  : ସଂପ୍ରତି ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ନୂଆବର୍ଷ ଅବସରରେ ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…

ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ : ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ନାଉକିଆରି ଗାଁରେ ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସହକାରୀ ଭେକ୍ଟରବାହିତ ରୋଗ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମ୍ ଓ ଜିଲ୍ଲା ଭେକ୍ଟର…

ସ୍ମାର୍ଟ ହେଲଥ୍କାର୍ଡଧାରୀଙ୍କୁ ମାଗଣାରେ ଉତମ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଢେଙ୍କାନାଳ  : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସ୍ମାର୍ଟ ହେଲଥ୍ କାର୍ଡଧାରୀ ହିତାଧିକାରୀଙ୍କୁ ମାଗଣାରେ ଉତମ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଜିଲ୍ଲାର ମୋଟ୍ ୧୨ ଚିକିତ୍ସାଳୟର…

ଶିଶୁ ପାଇଁ ଦିନଟିଏ ପାଳିତ: ଜିଲାସ୍ତରୀୟ ଟାସ୍କ ଫୋର୍ସ ଅଧିବେଶନ

ଢେଙ୍କାନାଳ : ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ବାଲ୍ୟ ବିବାହ ଶିଶୁ ଶ୍ରମିକ ଶିଶୁ ନିର୍ଯାତନା ପରି ସାମାଜିକ ବ୍ୟାଧ୍ୟକୁ ରୋକିବା ଏବଂ କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ସ୍ତରରେ ଶିଶୁ ପାଇଁ ଦିନଟିଏ ଓ ଜିଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ…