୩୧ତମ ରାଧାଦେଇପୁର କପ ସିମିଳିଆ 10 ରନରେ ବିଜୟୀ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ରାଧାଦେଇପୁର ଗ୍ରାମରେ ଚାଲିଥିବା 31 ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ସିମିଳିଆ ବିଜୟୀ ହୋଇଛି | ସିମିଳିଆ ପ୍ରଥମେ ବ୍ୟାଟିଂ କରି ପିଣ୍ଟୁଙ୍କ 43 ରନ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 219 ରନ ସଂଗ୍ରହ କରିଥିଲେ।…