ଭୋଜଦେଈପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମ ସକାଶେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି
ଢେଙ୍କାନାଳ: ଗାଁ ପାଇଁ ଦିନଟିଏ ପକ୍ଷରୁ ଭୋଜଦେଈପୁର ଗ୍ରାମକୁ ସମ୍ପୂର୍ଣ୍ଣ ଟିକାକରଣ ଗ୍ରାମ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବେଲଟିକିରି ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା । ଟିକାକରଣ ପୂର୍ବାହ୍ନ ସାଢ଼େ…