Take a fresh look at your lifestyle.
Browsing Category

ଜିଲ୍ଲା ଖବର

କାରାଗାରରେ ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାରାଗାରରେ ବୁଧବାର ପୂର୍ବାହ୍ନରେ କଏଦୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୫୫ଜଣ କଇଦୀଙ୍କ ଚର୍ମଜନିତ ରୋଗର ପରୀକ୍ଷାନିରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ଦିଆଯାଇଥିବାର କାରାପାଳ ପ୍ରସନ୍ନ କୁମାର ସାହୁ ସୂଚନା ଦେଇଛନ୍ତି ।…

ଭାରତୀୟ ତୈଳ ନିଗମର ସଂସ୍କାରମୂଳକ କାର୍ଯ୍ୟକ୍ରମ

ଢେଙ୍କାନାଳ : ସ୍ୱାଧୀନତା ଦିବସର ପରଦିନ ଅଗଷ୍ଟ ୧୬ ତାରିଖରେ ଭାରତୀୟ ତୈଳ ନିଗମ ପକ୍ଷରୁ ଦେଶବ୍ୟାପୀ ଥିବା କାରାଗାରଗୁଡିକରେ ଏକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ପରିବର୍ତନ-ପ୍ରିଜିନ୍ ଟୁ ପ୍ରାଇଡ୍ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲା କାରାଗାରରେ କାରା ଅଧିକ୍ଷକ ଉର୍ମିଳା…

ଆଇ ଆଇ ଏମ୍ ସି ରେ ସ୍ପଟ୍ ନାମାଙ୍କନ ପାଇଁ ଆବେଦନ

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ସ୍ପଟ୍ ଆଡ଼ମିଶନରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସର୍ବମୋଟ ୧୧ଟି ଆସନରେ ନାମ ଲେଖାଇବା ନିମିତ୍ତ ସୂଚନା ଜାରି କରାଯାଇଛି। ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅଗଷ୍ଟ ୨୫…

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ଆରମ୍ଭ।।

ଭୁବନେଶ୍ୱର:ଗଣତାନ୍ତ୍ରିକଅଧିକାରସୁରକ୍ଷାପାଇଁଭୁବନେଶ୍ବରରଲୋହିଆଏକାଡେମୀପରିସରରେଦୁଇଦିନିଆରାଜ୍ୟସ୍ତରୀୟକନଭେନସନ୍ଆଜିଠାରୁଆରମ୍ଭହୋଇଛି।ଏହା ଆସନ୍ତା ୧୭ ଅଗଷ୍ଟ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଏହି କନଭେନସନ୍ରେ ବିଭିନ୍ନ ଜନ…

ଜିଲ୍ଲା କଂଗ୍ରେସ ର ୧୮ ଅଗଷ୍ଟ ବ୍ଲକ୍ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ଅଦ୍ୟ  ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସଭାପତି  ସରୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦେଶ କଂଗ୍ରେସ ଉପ-ସଭାପତି ବିଶ୍ୱରଂଜନ ଦାସ, ସାଧାରଣ…

ବଣସିଂହ ରେ ସମାଜ ପକ୍ଷ ରୁ ଚାରl ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

ଢେଙ୍କାନାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୫ ତମ ଶ୍ରାଦ୍ଧ ଉପଲକ୍ଷେ ୭୭ ତମ ସ୍ବାଧିନତା ଦିବସ ଅବସରରେ ସଦର ବ୍ଲକ ବଣସିଂହ ଠାରେ ସମାଜ ପକ୍ଷ ରୁ ଚାରl ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ…

ଇଡିଅଟ ପକ୍ଷ ରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ

 ଢେ଼ଙ୍କାନାଳ: ଢେ଼ଙ୍କାନାଳ ସଦର ଅନ୍ତର୍ଗତ ବଣସିଂହ ସ୍ଥିତ ସ୍ଵଚ୍ଛାସେବି ସଂସ୍ଥା ଇଡିଅଟ ପକ୍ଷରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ କୃଷି ବୈଜ୍ଞାନିକ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା…

ପିଙ୍ଗୁଆ ଡିଗ୍ରୀ କଲେଜର ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

 ଢେଙ୍କାନାଳ:  ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଭାରତବର୍ଷର ୭୫ତମ ଆଜାଦ କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ମିଶ୍ର ଉକ୍ତ…

ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ବିରୋଧ କରି ଜିଲପାଳ ଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ : ସଦର  ୫୫ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ରେ ଗୁଣଦେଇ ଗ୍ରାମ ପଞ୍ଚାୟତ ସରହଦରେ ଏକ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି`I ଫଳରେ ୨୦୨୦ ମସିହାରୁ ରୁ ଆଜି ସୁଦ୍ଧା ନିର୍ମାଣ କାମ ସ୍ଥଗିତ ରହିଛି । ୫୫ନଂ ଜାତୀୟ ରାଜପଥର ଗଇଲୋ…

ଶିକ୍ଷକ ପଦବୀ ପୂରଣ ପାଇଁ ଜିଲାପାଳଙ୍କ ନିକଟରେ ଗୁହାରୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମ ପଞ୍ଚାୟତ ବଡନାଗେନାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ବିଦ୍ୟାଳୟରେ ୮ ଟିଶ୍ରେଣୀ ପାଇଁ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଫଳରେ ୪ ଜର ଶିକ୍ଷକ ୮…