Take a fresh look at your lifestyle.

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ଆରମ୍ଭ।।

ପ୍ରାକୃତିକସମ୍ପଦ,ଜୀବନ- ଜୀବିକା, ଲିଙ୍ଗଗତନ୍ୟାୟ, କୃଷକଙ୍କଅଧିକାର, ସାମାଜିକନ୍ୟାୟ, ମାନବାଧିକାର ସୁରକ୍ଷା ପାଇଁ ଏକାଠି ହେବାକୁ ଆହ୍ୱାନ।

0 6

Get real time updates directly on you device, subscribe now.

ଭୁବନେଶ୍ୱର:ଗଣତାନ୍ତ୍ରିକଅଧିକାରସୁରକ୍ଷାପାଇଁଭୁବନେଶ୍ବରରଲୋହିଆଏକାଡେମୀପରିସରରେଦୁଇଦିନିଆରାଜ୍ୟସ୍ତରୀୟକନଭେନସନ୍ଆଜିଠାରୁଆରମ୍ଭହୋଇଛି।ଏହା ଆସନ୍ତା ୧୭ ଅଗଷ୍ଟ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଏହି କନଭେନସନ୍ରେ ବିଭିନ୍ନ ଜନ ଆନ୍ଦୋଳନ,ଗଣସଂଗଠନ,ମହିଳାସଂଗଠନ,କୃଷକସଂଗଠନ,ଶ୍ରମିକସଂଗଠନ,ମାନବାଧିକାରକର୍ମୀ ଓ ସଂଗଠନ ତଥା ଶିକ୍ଷାବିତ୍,ବୁଦ୍ଧିଜୀବୀଓସାମ୍ବାଦିକ ମାନେ ଯୋଗଦେଇଛନ୍ତି। କନଭେନସନ୍ର ଉଦ୍ଦେଶ୍ୟ ସଂପର୍କରେ ଆୟୋଜନ କମିଟି ପକ୍ଷରୁ ନରେନ୍ଦ୍ରମହାନ୍ତି ସୂଚନା ଦେଇଥିବାବେଳେ ପିପୁଲ୍ସ-୨୦ର ଆବାହିକା ବିଦ୍ୟାଦିନକ ର୍ସାଧାରଣ ଲୋକଙ୍କ ସ୍ୱାର୍ଥକୁ  ଚାପିଦିଆଯାଉଥିବା ବେଳେ ଏହାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ପିପୁଲ୍ସ-୨୦ର ଲକ୍ଷ୍ୟବୋଲିକହିଥିଲେ।ସରକାରଙ୍କ ବିକାଶନୀତି ଏବଂ ଜନ ଆନ୍ଦୋଳନ ଗୁଡିକ ସମ୍ମୁଖ ରେ ଆହ୍ୱାନଶୀର୍ଷକ ପ୍ରଥମ ଅଧିବେଶନକୁ ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲସାମନ୍ତରାସଂ ଯୋଜନା କରିଥିଲେ।

ସେହିପରି ଦ୍ୱିତୀୟ ଅଧିବେଶନରେ ମହିଳା ବିରୋଧୀହିଂସା ଓ ଆମର ଦାୟିତ୍ୱ ଶୀର୍ଷକ ଆଲୋଚନା କୁ ପ୍ରଗତିଶୀଳ ଲେଖିକା ତଥା କବୟିତ୍ରୀ ଭବାନୀ ଭୂୟାଁସଂ ଯୋଜନା କରିଥିଲେ।ସେହିପରି ତୃତୀୟ ଅଧିବେଶନ ରେ କୃଷକ ଙ୍କ ଅଧିକାର ଉଲଂଘନ କ୍ଷେତ୍ରରେ  ସରକାରୀ ନୀତି ଶୀର୍ଷକ ଆଲୋଚନା କୁଅଲ୍ଇଣ୍ଡିଆ କ୍ଷେତ୍ମଜଦୂରକିଷାନ୍ସଂ ଗଠନ ର ନେତାଶ୍ରୀକାନ୍ତମହାନ୍ତି ସଂଯୋଜନା କରିଥିଲେ।

ଚତୁର୍ଥ ଅଧିବେଶନ ରେ ଓଡ଼ିଶାର ଆଦିବାସୀ, ଦଳିତ ଓ ସଂଖ୍ୟା ଲଘୁଙ୍କ ସମସ୍ୟା ଓ ଆମସ ମ୍ମୁଖରେ ଆହ୍ୱାନ ଶୀର୍ଷକ ଆଲୋଚନା କୁ ଆମ୍ବେଦକର ଲୋହିଆବିଚାର ମଞ୍ଚରସଂପାଦସଂ ଗ୍ରାମମଲ୍ଲି କସଂ ଯୋଜନା କରିଥିଲେ। ସେହିପରି ପଞ୍ଚମ ଅଧିବେଶନ ରେ ମାନବଧିକାର ଉଲଂଘ ନ ରୋକିବା ଦିଗରେ ମାନବାଧିକାର ସଂଗଠନ ଓ ଗଣସଂଗଠନ ମାନଙ୍କର ଭୂମିକା ଶୀର୍ଷକ ଆଲୋଚନା କୁ ସଂଯୋଜନା କରିଥିବାବେଳେ ଷଷ୍ଠଅଧିବେଶନରେ ନୂତନ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ୍-୨୦୨୩ ଓ ଆମର ଭୂମିକା ଶୀର୍ଷକ ଆଲୋଚନାକୁ ଗବେଷକ ଡଃଶ୍ରୀଚରଣବେହେରା ସଂଯୋଜନା କରିଥିଲେ।

ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣକାରୀ ମାନେସେମାନଙ୍କ ବକ୍ତବ୍ୟରେ କହିଥିଲେ। ଯେବହୁବିଧବିବିଧତା ଓ ବୈଷମ୍ୟ ସତ୍ତ୍ୱେ ଆମଦେଶର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ପ୍ରକାରରନ୍ୟାୟ, ସମାନତା ,ସ୍ଵତ‌ନ୍ତ୍ରତା ଓ ଭାତୃତ୍ଵ ତଥା ମାନବିକମର୍ଯ୍ୟାଦାପ୍ରଦାନ ପ୍ରତିଶ୍ରୁତିବଦ୍ଧହୋଇଥିଲା କିନ୍ତୁ ଦେଶସ୍ବାଧୀନ ହେବାର ୭୬ ବର୍ଷ ମଧ୍ୟରେ ଆମ ଦେଶର ଆର୍ଥିକନୀତି ଗୁଡିକ ପୁଞ୍ଜିପତି ଓ ସାମ୍ରାଜ୍ୟ ବାଦୀ ମାନଙ୍କ ସ୍ବାର୍ଥ ରକ୍ଷା କରିଚାଲିଛନ୍ତି। ସରକାରଙ୍କ କର୍ପୋରେଟ୍ସ ପକ୍ଷବାଦୀ ଆର୍ଥିକ ନୀତିଫଳରେ ଆଜି ଦେଶ ମଧ୍ୟରେ ଧନୀ ଓ ଗରିବ ଙ୍କ ମଧ୍ୟରେ ତାରତମ୍ୟବଢିଚାଲିଛି ଏହି ପ୍ରଚଳିତ ବିକାଶଧାରା ମୁଷ୍ଟିମେୟଙ୍କ ସ୍ବାର୍ଥରକ୍ଷା କରୁଥିବାବେଳେ ସଂଖ୍ୟାଧିକ ଜନସାଧାରଣ ଏହି ବିକାଶ ପ୍ରକ୍ରିୟାରେ ବଳିପଡୁଛନ୍ତି ଓ ସେମାନଙ୍କ ଜୀବନ ଜୀବିକା ଆଜି ଚରମ ବିପର୍ଯ୍ୟୟ ଆଡ଼କୁ ଗତିକରିଚାଲିଛି ସେମାନେ ନିଜରଜୀବିକା ହରାଇ ବାସହନିଜର ଓ ନିଜ ସମାଜର ପରିଚୟ ମଧ୍ୟ ହରାଉଛନ୍ତି।

ଏମାନଙ୍କ ମଧ୍ୟରେ ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ ଗତଦୁଇ ଦଶ ନ୍ଧି ମଧ୍ୟରେ ଶହ ଶହ ଷ୍ଟିଲପ୍ଳାଣ୍ଟ, ପାୱାରପ୍ଳାଣ୍ଟ, ସିମେଣ୍ଟପ୍ଳାଣ୍ଟ ,ଆଲୁମିନାପ୍ଳାଣ୍ଟ ,ବହୁପ୍ରଦୂଷଣ କାରୀ ସ୍ପଞ୍ଜଆଇରନ ପ୍ଳାଣ୍ଟ ସହଲୁହାପଥର ,ବକ୍ସାଇଟ ,କ୍ରୋମାଇଟ୍ ,କୋଇଲା ଓ ମାଙ୍ଗାନିଜ ଇତ୍ୟାଦି ଶତାଧିକ ଖଣିଖନନ ହେବାପରେ ମଧ୍ୟଓଡିଶା ଏକଗରିବ ରାଜ୍ୟ ଏଠାରେ ଶିକ୍ଷିତ ବେକାର ଯୁବକ ଯୁ ବତୀ ଙ୍କ ପାଇଁ ନିଯୁକ୍ତିନାହିଁ ମ ହିଳା ,ଆଦିବାସୀ ,ଦଳିତ, ସଂଖ୍ୟାଲଘୁ ,କୃଷକ ,ଶ୍ରମିକ ,ବସ୍ତିବାସିନ୍ଦା ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମାନବାଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି ଅନ୍ୟପଟରେ କୃଷିଓଜଙ୍ଗଲରେ ବିନାଶଲୀଳାଚାଲିବାଦ୍ଵାରା ରେଲୋକସଭାଓରାଜ୍ୟସଭାରେ ସଂଖ୍ୟାଗରିଷ୍ଠତାଜୋର୍ରେଧ୍ୱନିମତରେଗୃହିତହେବାପରେ ଉଭୟକେଲକ୍ଷଲକ୍ଷକର୍ମହୀନଚାଷୀ ,ଆଦିବାସୀ,ଦଳିତଆଜିଦାଦନଖଟିବାକୁବାଧ୍ୟହେଉଛନ୍ତି

ପ୍ରକୃତିରସୁରକ୍ଷାବିଷୟତଥାସମ୍ବିଧାନରପଞ୍ଚମଅନୁଚ୍ଛେଦରେଥିବାଆଦିବାସୀସମାଜରଅଧିକାକୁଉଭୟକେନ୍ଦ୍ରଓରାଜ୍ୟସରକାରପଦାଘାତ୍କରୁଛନ୍ତିଉଭୟରାଜ୍ୟଓକେନ୍ଦ୍ରସରକାରଜଙ୍ଗଲଆଇନ-୨୦୦୬,ଜଙ୍ଗଲସଂରକ୍ଷଣଆଇନ,ପେସାଆଇନକୁଉଲ୍ଲଂଘନକରିଗ୍ରାମସଭାରବିନାସମ୍ମତିରେପ୍ରାକୃତିକସମ୍ପଦକୁଖାଲିକରିବାରେଲାଗିଛନ୍ତିସଂପ୍ରତିଜଙ୍ଗଲସଂରକ୍ଷଣବିଲ୍-୨୦୨୩ଆମରାଜ୍ୟରବିଜେଡ଼ିସରକାରଙ୍କସମର୍ଥନନ୍ଦ୍ରଓରାଜ୍ୟସରକାରଙ୍କଆଦିବାସୀ,ପାରମ୍ପରିକଜଙ୍ଗଲବାସୀତଥାପରିବେଶବିରୋଧୀଚରିତ୍ରପଦାରେପଡିଯାଇଛି।ଏହିପରିପ୍ରେକ୍ଷୀରେଆଗାମୀନିର୍ବାଚନରେକର୍ପୋରେଟ୍-ଫାଶୀବାଦୀଶକ୍ତିମାନଙ୍କବିଷବଳୟରୁଆମକୁସାଧାରଣଜନତାଙ୍କୁ ରକ୍ଷାକରିବାପାଇଁସମ୍ମିଳିତଉଦ୍ୟମପାଇଁସର୍ବନିମ୍ନକର୍ମସୂଚୀଆଧାରରେଏକାଠିହେବାକୁସହମତିପ୍ରକାଶପାଇଥିଲା।

ଆସନ୍ତାକାଲିପର୍ଯ୍ୟନ୍ତଏହିକନଭେନସନ୍ଶ୍ରମିକସଂଗଠନ,ଶିକ୍ଷାବିତ୍,ସାମ୍ବାଦିକଓବୁଦ୍ଧିଜୀବୀମାନଙ୍କୁନେଇଆଉଦୁଇଟିଅଧିବେଶନଚାଲିବଏବଂଶେଷରେଆସନ୍ତାକାଲି(୧୭ଅଗଷ୍ଟ)ଅପରାହ୍ନ୪ଟାରେଏକସାମ୍ବାଦିକସମ୍ମିଳନୀରେକନଭେନସନ୍ରଘୋଷଣାପତ୍ରଉପସ୍ଥାପନକରାଯିବ।ସାମ୍ବାଦିକସମ୍ମିଳନୀପରେନିୟମଗିରିସୁରକ୍ଷାସମିତିରସଦସ୍ୟମାନଙ୍କୁପୋଲିସରବଳପୂର୍ବକଅପହରଣ, ମିଛକେଶ୍ରେଗିରଫ,କାଶୀପୁରଓସିଜିମାଳୀଆନ୍ଦୋଳନକାରୀମାନଙ୍କଉପରେଅକଥନୀୟନିର୍ଯାତନାଓଗିରଫଦାରୀବିରୋଧରେଅପରାହ୍ନ୫ଟାରେପ୍ରତିବାଦସ୍କୋୟାର୍(ମାଷ୍ଟରକ୍ୟାଣ୍ଟିନ୍ଛକ)ରେଏକମିଳିତପ୍ରତିବାଦଆୟୋଜନକରାଯିବବୋଲିକନଭେନସନ୍ରେଘୋଷଣାକରାଯାଇଛି।

 

ଆଜିର ଏହିକନଭେନସନ୍ରେ ମାଳିପର୍ବତ ସୁରକ୍ଷା ବିଜୟଖିଲୋ ,ପୋସ୍କୋ -ଜିନ୍ଦଲବିରୋଧୀପ୍ରତିରୋଧମଞ୍ଚପକ୍ଷରୁପ୍ରଶାନ୍ତପାଇକରାୟ, ମାନସବର୍ଦ୍ଧନ,  ଉପକୂଳୀୟ ଜମିଓଜଙ୍ଗଲ ସୁରକ୍ଷା ସମିତିର ବାସୁଦେବଦାସ, ସୁନାବେଡ଼ାହାଲବିସ୍ଥାପିତସଂଘପକ୍ଷରୁତ୍ରିଲୋଚନମୁଦୁଲି, ନିୟମଗିରିସୁରକ୍ଷାସମିତିରରାଜକିଶୋରସୁନାନୀ, ଚାଷୀମୂଲିଆସୁରକ୍ଷାସମିତି,କନ୍ଧମାଳରନେତାବଳଭଦ୍ରମଳିକ, ହେନାରାଣୀ, ରୁମିତାକୁଣ୍ଡୁ, ସନ୍ଧ୍ୟାଦେବୀ, ବାସନ୍ତୀଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟାମହାନ୍ତି, ଶଶୀଭୂଷଣସ୍ବାଇଁ, ସୁରେଶପାଣିଗ୍ରାହୀ, ଶଙ୍କର, ପୂର୍ଣଚନ୍ଦ୍ରପାଢ଼ୀ, ଉତ୍ସବପ୍ରଧାନ, ଲକ୍ଷ୍ମୀଧରମୁର୍ମୁ, ଅଜୟସିଂ, ରାଧାକାନ୍ତସେଠୀ, ତନବୀରଅହମ୍ମଦ, ମାନସଜେନା, ଟୁନାମଲ୍ଲିକ, ବାଘାମ୍ବରପଟ୍ଟନାୟକ, ସରୋଜଦାସ, ଦେବରଞ୍ଜନ, ପ୍ରଦୀପପ୍ରଧାନ, ଗୈାରାଙ୍ଗମହାପାତ୍ର, ସଚ୍ଚିକାନ୍ତପ୍ରଧାନ, ଡଃବିଶ୍ୱଜିତ୍, ଗୋପୀନାଥମାଝୀ, ବିଜୟସ୍ୱାଇଁ, ଗଦାଧରପ୍ରଧାନଓପୂର୍ଣପ୍ରଧାନପ୍ରମୁଖଆଲୋଚନାକରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.