Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୬୦୦ ଲିଟର ସ୍ପିରିଟ ଜବତ ୨ ଗିରଫ

ଭୁବନ :  ଭୁବନ ର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ୍ ପଛପଟେ ବେଆଇନ ଭାବେ ମଦ ରନ୍ଧା ଯାଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଆଜି ଅଚାନକ ଚଢ଼ାଉ କରାଯାଇଥିଲା ବେଳେ ୬୦୦ ଲିଟର ସ୍ପିରିଟ ଜବତ କରାଯାଇଥିଲା । ମଦ ରନ୍ଧା ଓ ଅପମିଶ୍ରଣ ପାଇଁ…

ପାଣ୍ଡିଆନ ଙ୍କୁ କାଳୀ ମାଡ଼ ଅସହିଷ୍ଣୁତା ର ପ୍ରତିଫଳନ

ଭୁବନ :  ଗତକାଲି ପୁରୀ ସତ୍ୟବାଦୀ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ଉପରେ ହୋଇଥିବା କାଳୀ ମାଡ଼ କୁ ଭୁବନ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତୀବ୍ର ନିନ୍ଦା କରିଛି। ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ନଗରପାଳ ଶୁଭେନ୍ଦୁ କୁମାର…

୩୧ ରୁ ସମୂହ ଛୁଟି ରେ ଯିବେ ଅସନ୍ତୁଷ୍ଟ କୃଷି ସେବା ସଂଘ

ଢେଙ୍କାନାଳ: ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ, ଭାରତ ସରକାରଙ୍କ ୨୦୧୬ ରେ ପ୍ରଚଳିତ ବିଜ୍ଞପ୍ତି ଦ୍ଵାରା କୃଷି ଭିତ୍ତିକ ଶିକ୍ଷାକୁ ଏକ ବୃତ୍ତିଗତ ଶିକ୍ଷାର ମାନ୍ୟତା ପ୍ରଦାନ କରିଛନ୍ତି । ତଦନୁଯାୟୀ ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷା ପ୍ରାପ୍ତ କ୍ୟାଡର୍ ମାନଙ୍କ ସହ ସମକକ୍ଷ କରି କୃଷି…

ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦଘାଟିତ

ଢେଙ୍କାନାଳ : ଆଜି ସନ୍ଧ୍ୟାରେ ଢେଙ୍କାନାଳସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ରାଜ୍ୟ ସ୍ତରୀୟ ମେଘ ଉତ୍ସବ 2023 ଉଦଘାଟିତ ହେଇଯାଇଛି l ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ପ୍ରାକୃତିକ ବିପର୍ଯୟ ପ୍ରସମନ, ଜଙ୍ଗଲ ଓ ପରିବେଶ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାର…

ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂଘର ବୈଠକ

ଢେଙ୍କାନାଳ : ନୂତନ ଅନୁଦାନପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣ ମା'ଲକ୍ଷ୍ମୀ ମନ୍ଦିର ପରିସରରେ ସଭାପତି ଅମରେନ୍ଦ୍ର ନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଆବାହକ ସଂଜୟ କୁମାର ହୋତା ସଭାର ଆଭିମୁଖ୍ୟ ପ୍ରଦାନ…

ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ହିନେ୍ଦାଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଛଅ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ନିଶିକାନ୍ତ…

ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସ୍ଥିତ କାଇମାଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର କୁ ଅତିଥି ଭାବେ ଯୋଗ ଦେଇ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ପ୍ରଦୀପ…

ଶହୀଦ ବାଜିରାଉତ ନାଟ୍ୟ ସଂସଦର ରୌପ୍ୟ ଜୟନ୍ତୀ

ଢେଙ୍କାନାଳ : ଢେଙ୍କାନାଳ ସହର ସୌଦାମିନୀ ସ୍କୁଲ ସମ୍ମୁଖ ଯାତ୍ରା ପଡିଆରେ ମଙ୍ଗଳବାର ସନ୍ଧ୍ୟା ୭ଟାରେ ୭୭ତମ ସ୍ୱାଧିନତା ଦିବସ ଉପଲକ୍ଷେ ଶହୀଦ ବାଜିରାଉତ କ୍ଲବ ବାଜିଚୌକ ନାଟ୍ୟ ସଂସଦ ପକ୍ଷରୁ ୨୫ବର୍ଷ ପୂର୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି…

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଢେଙ୍କାନାଳ ଶାଖାର ୨ ଦଫା ଦାବିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

 ଢେଙ୍କାନାଳ : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡ଼ିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ୮ଟି ବ୍ଲକର ୧୩୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଳିତ ମାସ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

କାରାଗାରରେ ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାରାଗାରରେ ବୁଧବାର ପୂର୍ବାହ୍ନରେ କଏଦୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୫୫ଜଣ କଇଦୀଙ୍କ ଚର୍ମଜନିତ ରୋଗର ପରୀକ୍ଷାନିରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ଦିଆଯାଇଥିବାର କାରାପାଳ ପ୍ରସନ୍ନ କୁମାର ସାହୁ ସୂଚନା ଦେଇଛନ୍ତି ।…