Take a fresh look at your lifestyle.
Browsing Category

ଜିଲ୍ଲା ଖବର

ମାତୃଭବନ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ମାତୃଭବନ ବାରଦାର ପଚାଶତମ ପ୍ରତିଷ୍ଠା ବର୍ଷ ପାଳନ ଉପଲକ୍ଷେ ଏହାର ପ୍ରଥମ ବୈଠକ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମାତୃଭବନରବରିଷ୍ଠ ସଭ୍ୟ ମହେଶ୍ୱର ସାମଲ ସଭାପତିତ୍ବ କରିଥିଲେ । ଦୀର୍ଘ ପଚାଶ ବର୍ଷର ସ୍ମୃତି ଓ ଅନୁଭୁତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ…

ଗଁଦିଆ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ ପଞ୍ଚାୟତ ସମିତି ଗୃହରେ ଦୀର୍ଘଦିନର ବ୍ୟବଧାନ ପରେ ଗଁଦିଆ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ପଂଚାୟତ ସମିତି ଅଧକ୍ଷା ରୀନାରାଣୀ ଖଟୁଆ ଙ୍କର ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର…

କଙ୍କଡ଼ାହାଡ଼ ଗ୍ରାମ ଖତିଆ ପାତ୍ର ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ମୃତ ବରଣ କରିଛନ୍ତି।

କଙ୍କଡ଼ାହାଡ଼ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ କଙ୍କଡ଼ାହାଡ଼ ଗ୍ରାମ ଖତିଆ(୭୫)ପାତ୍ର ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଆଜି ସକାଳ ୫ଘଟିକା ସମୟରେ କଙ୍କଡ଼ାହାଡ଼ ସ୍ଥିତ ବାସଭବନରେ ମୃତ ବରଣ କରିଛନ୍ତି। ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଖବର ପାଇ…

ୟୁରିଆ ସାର ଗଛିତ ରଖିବାକୁ ଜିଲାପାଳ ସରୋଜ ସେଠୀ ଙ୍କ ନିର୍ଦେଶ

ଢେଙ୍କାନାଳ :  ଜିଲା କାର୍ଯ୍ୟାଳୟର ସଦଭାବନା ଗୃହରେ ଗୁରୁବାର ଅପରାହ୍ନରେ ଜିଲା କୃଷି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଚି । ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ୟୁରିଆ ସାରର ଯେପରି କଳାବଜାର ନହୋଇବ ସେଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବା ସହିତ କୃଷି ସମବାୟ ସମିତି…

ଚନ୍ଦ୍ରଯାନ -୩ ଅନ୍ୟତମ ମଙ୍ଗୁଆଳ ଭୁବନ ର ଡ.ଶରତ ଦାଶ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

ଭୁବନ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ଚନ୍ଦ୍ରଯାନ-୩ ଲ୍ୟାଣ୍ଡର କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ନିରାପଦ ଅବତରଣ କରି ଇତିହାସ ରହିଛି । ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୂରେ ଅବତରଣ କରିଛି ଭାରତ । ଏଥି ପାଇଁ ସାରା ବିଶ୍ବରୁ ଅଭିନନ୍ଦନ ଓ ପ୍ରଶଂସା ର…

ମେଗା ଜଳ ପ୍ରକଳ୍ପ ରୁ ୧୦ କ୍ଵିଣ୍ଟାଲ ଲୁହା ଛଡ଼ ଚୋରି ମାମଲାରେ ୬ ଗିରଫ , ଟ୍ରକ ଜବତ

ଭୁବନ : ଭୁବନ ଥାନା ଅନ୍ତର୍ଗତ ମର୍ଥାପୁର ପଞ୍ଚାୟତର ଓଢ଼ଣା ଗ୍ରାମରେ ସରକାରଙ୍କ ତରଫରୁ constration କମ୍ପାନୀ ଦ୍ଵାରା ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି ।ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ଲୁହା ଛଡ଼ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଅଁଳାପାଳ ଗ୍ରାମରେ ଏକ ଷ୍ଟକ ୟାର୍ଡ କରି ରଖା…

ଭୁବନ ଦର୍ଜି ସଂଘ ପକ୍ଷରୁ ବୁଦ୍ଧେଶ୍ୱର ରେ ବୈଠକ

ଢେଙ୍କାନାଳ :  ଭୁବନ ଦର୍ଜୀ ସଂଘ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅଚ୍ୟୁତାନନ୍ଦ ପାତ୍ର (ଟୁନା) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ…

ପରିବେଶ ର ସୁରକ୍ଷା ଲାଗି କିଶୋର କିଶୋରୀ ମାନେ ମିଳିତ ଭାବେ ୧୭ ହଜାରରୁ ଉର୍ଦ୍ଧ୍ବ ବୃ୍ଷରୋପଣ କଲେ l

ଢେଙ୍କାନାଳ: ବର୍ତ୍ତମାନ ପରିସ୍ଥିତି ରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଓ ବାୟୁମଣ୍ଡଳ ପ୍ରଦୂଷଣ କୁ ଦୃଷ୍ଟି ରେ ରଖି ଢେଙ୍କନାଳ ଜିଲ୍ଲା ପ୍ରଶାସନ ର ସମାଜ କଲ୍ୟାଣ ବିଭାଗ, ୟୁନିଓସେଫ୍ ଓ ଅlକ୍ସନଏଡ ର ମିଳିତ ସହଯୋଗ ରେ ଜିଲ୍ଲା ର ୧୧୪୧ ଗୋଟି ଗ୍ରାମ ରେ କିଶୋର ଓ କିଶୋରୀ ମାନଙ୍କ ଦ୍ଵାରା ଗତ…

୧୨ ଦଫା ଦାବିରେ ବିଜେପି ର ଭୁବନ ବନ୍ଦ

ଢେଙ୍କାନାଳ : ଭୁବନ ନଗର ମଣ୍ଡଳ ତରଫରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଯୋଗାଣ ସମସ୍ୟା ଇତ୍ୟାଦି ୧୨ ଦଫା ଦାବିରେ "ଭୁବନ ବନ୍ଦ" ଅନୁଷ୍ଠିତ ହୋଇଯାଇଛି। ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସକାଳ ୭ ଘଟିକା ସମୟରେ କାଳୀ…

ତିନୋଟି ସନ୍ତାନ ପାଇଁ ସରପଞ୍ଚ ପଦବୀ ହରାଇଲେ ଝିଲିପ୍ରଭା

ଢେଙ୍କାନାଳ :  ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ସରପଞ୍ଚ ଝିଲୀପ୍ରଭା ବେହେରା ୩ ଟି ସନ୍ତାନ ଯୋଗୁ ତାଙ୍କ ପଦବୀ ହରାଇଛନ୍ତି । ଶ୍ରୀମତୀ ବେହେରା ୩ ଟି ସନ୍ତାନ ର ଜନନୀ ହୋଇ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀନୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ପ୍ରତିଦ୍ବନ୍ଦୀ…