Take a fresh look at your lifestyle.
Browsing Category

ଜିଲ୍ଲା ଖବର

କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ କାର୍ଯ୍ୟକ୍ରମ

ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ର ଖମାରସାହି ସେବାଶ୍ରମ ସ୍କୁଲ ରେ "କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ" ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । "ଝିଅ ବଢିଲେ ଦେଶ ବଢିବ " ଏହି ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ…

ଆମ ଓଡିଶା ନବୀନ ଓଡିଶା ଯୋଜନା ସମ୍ବିଧାନ ବିରୋଧୀ

ଢେଙ୍କାନାଳ: ଆମ ଓଡିଶା ନବୀନ ଓଡିଶା ଯୋଜନ ସମ୍ବିଧାନ ବିରୋଧୀ, ରାଜ୍ୟ ସରକାର ଏହି ଯୋଜନା ଆଜି ୭୩ତମ ସମ୍ବିଧାନ ସଂଶୋଦନ ଆଇନ୍କୁ ଉପେକ୍ଷା କରିଛନ୍ତି । ପଂଚାୟତ ପ୍ରତିନିଧି ଯଥା ସରପଂଚ, ସମିତିସଭ୍ୟ, ୱାର୍ଡ ସଭ୍ୟମାନଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇନାହିଁ । ଏହା ସମ୍ବିଧାନ ପ୍ରତି…

” ମୁକ୍ତା “ଯୋଜନା ରେ ୪୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୪୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ

ଭୁବନ  : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର "ମୁକ୍ତା"ଯୋଜନା ରେ ୪୬ ଟି ପ୍ରକଳ୍ପ ପାଇଁ ୪୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୪୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା…

ଆପ୍ ପକ୍ଷରୁ ଚନ୍ଦ୍ରାୟନ-୩ ର ସଫଳତା ପାଇଁ ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମି ବେହେରାଙ୍କୁ ଶୁଭେଚ୍ଛା

ଢେଙ୍କାନାଳ : ସାରା ବିଶ୍ବରେ ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହି ସଫଳତାରେ ଓଡିଆ ଝିଅ ତଥା ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମୀ ବେହେରାଙ୍କର ଅତୁଳନୀୟ ଅବଦାନ ରହିଛି । ଢେଙ୍କାନାଳ ସ଼ହରର ରାମେଶ୍ୱରପୁରସ୍ଥ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶଙ୍କର୍ଷଣ…

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତକାର

ଗଁଦିଆ ବ୍ଳକ ର କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ ଙ୍କୁ ଆଜି ଅଠେଇଶିଅଗଷ୍ଟ ରେ ମଧ୍ୟାହ୍ନ ସମୟରେ ଗଁଦିଆ ବ୍ଳକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ତରଫରୁ ସୌଜନ୍ୟମୂଳକ ସାକ୍ଷାତକାର ହୋଇଅଛି। ଏହି ସାକ୍ଷାତକାର ରେ ଢେଙ୍କାନାଳ ଜିଲ୍ଲା ଜାତୀୟ ପୁରସ୍କାର…

ଅଗଷ୍ଟ 30ରେ ଅନୁଷ୍ଠିତ ହେବ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ଢେଙ୍କାନାଳ : ଅଗଷ୍ଟ 30 ତାରିଖ ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ସଦର ମହକୁମାସ୍ଥିତ ବସ ଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ l ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ,ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ…

ଭୁବନେଶ୍ୱର ରେ ଭୁବନିଆ ଙ୍କ ମେଳି,ବନ୍ଧୁ ମିଳନ

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଶତାଧିକ ମୂଳ ଅଧିବାସୀ ସମ୍ପ୍ରତି ଟୁଇନ୍ ସିଟି କଟକ , ଭୁବନେଶ୍ୱର ରେ ରହି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଦୀର୍ଘ ଦିନ ବ୍ୟବଧାନରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହ ପରିସରରେ ଭୁବନ ଅଧିବାସୀ ମାନଙ୍କ ର ଏକ ବନ୍ଧୁମିଳନ…

ଢେଙ୍କାନାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ସମିତି ବୈଠକ ।

ଢେଙ୍କାନାଳ : ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲ ପରିସରରେ ଟାଉନ ଥାନା ସୌଜନ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ସମିତି, ସଡକ ସୁରକ୍ଷା ସଚେତନତା ଶିବିର ସମିତି ଓ ବରିଷ୍ଠ ନାଗରିକ ସୁରକ୍ଷା ସମିତି ମିଳିତ ଆନୁକୂଲ୍ୟରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ଭାନିରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୈଦିକ ଗଣିତ କର୍ମଶାଳା

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ସ୍ଥ ବଳଭଦ୍ରପୁର ଶାସନର ଭାନିରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁନିତା ସାହୁଙ୍କର ସଭାପତିତ୍ୱରେ ଏକ ବୈଦିକ ଗଣିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳାରେ ଅବସରପ୍ରାପ୍ତ ଗଣିତ ଶିକ୍ଷକ ପ୍ରସନ୍ନ କୁମାର…

୫ମ ପ୍ରତିଷ୍ଠା ଦିବସ ପାଳନ ସହ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩” ଉଦଘାଟିତ

 ଢେଙ୍କାନାଳ : ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁ ଗୃହର ଠାରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଓ ମୋ ସେବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ…