Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଭାରତ ସ୍କାଉଟ୍ ଗାଇଡ୍ ପକ୍ଷରୁ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ର ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ୱରେ…

ଢେଙ୍କାନାଳ ଲେଖକ ସଂସଦର କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୯ ଘଟିକା ସମୟରୁ ୧୧ ଘଂଟା ପର୍ଯ୍ୟନ୍ତ ସାରଙ୍ଗଧର ମିଶ୍ରଙ୍କ…

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଗୋ ପୂଜନ

ଭୁବନ : ହିନ୍ଦୁ ଜାଗରଣ ମଞ୍ଚ ଆନୁକୁଲ୍ୟରେ ଏବଂ କାଶୀ ବିଶ୍ଵନାଥ ମନ୍ଦିର ( ଛତାମଠ) ସହଯୋଗରେ ରକ୍ଷା ବନ୍ଧନ ଓ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନ ସିନେମା ହଲ ସମ୍ମୁଖ ପଡ଼ିଆରେ ହିନ୍ଦୁ ଜାଗରଣ ମଞ୍ଚ,ଓଡ଼ିଶା ପୂର୍ବ ସଂଗଠନ ଶ୍ରୀମାନ ତନ୍ମୟ ଦାଶ ଙ୍କ ଅଧ୍ୟକ୍ଷତାରେ…

ସିଦ୍ଧ ବଳରାମଜୀଉଙ୍କର ଜନ୍ମ ଉତ୍ସବ ପାଳିତ।

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସିଦ୍ଧ ବଳରାମଜୀଉଙ୍କର ଜନ୍ମ‌‌‌ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର,ବିଭିନ୍ନ ଫୁଲହାର, ତୁଳସୀ ହାର, ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା ।…

ଜିଲାର ୬ କଳାକାର ଦଳଙ୍କୁ ୬୦ ହଜାର ଟଙ୍କା ସହାୟତା

ଢେଙ୍କାନାଳ : ରାଜନୀତି ଜୁଆଡେ ଯାଉଛି ଯାଉ । କିନ୍ତୁ ସାଧାରଣ ଲୋକଟିଏ ତା'ର ଜୀବନଜୀବିକା ପାଇଁ ଅନେକ ସମୟରେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇଥାଏ । ୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ ସମୟରେ ହିନେ୍ଦାଳ ବ୍ଲକ୍ର ୩ଟି, ପରଜଙ୍ଗ ବ୍ଲକ୍ର ୨ଟି ଓ ଓଡାପଡା ବ୍ଲକ୍ର ୧ଟି…

ହୁ୍ୟସିଲ୍ ମାଧ୍ୟମରେ ସୃଙ୍ଖଳିତ କରାଯାଇପାରେ

ଢେଙ୍କାନାଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ୱରେ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର କର୍ତ୍ତବ୍ୟ ବିଦ୍ୟାଳୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…

ଯୋରନ୍ଦା ପଂଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁର୍ନୀତି, ଭଷ୍ଟାଚାର, ବଂଶବାଦ,ବ୍ୟାପକ ପିସି କାରବାର ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋଦି ସରକାର ଓଡ଼ିଶାକୁ…

କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ କାର୍ଯ୍ୟକ୍ରମ

ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ର ଖମାରସାହି ସେବାଶ୍ରମ ସ୍କୁଲ ରେ "କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ" ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । "ଝିଅ ବଢିଲେ ଦେଶ ବଢିବ " ଏହି ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ…

ଆମ ଓଡିଶା ନବୀନ ଓଡିଶା ଯୋଜନା ସମ୍ବିଧାନ ବିରୋଧୀ

ଢେଙ୍କାନାଳ: ଆମ ଓଡିଶା ନବୀନ ଓଡିଶା ଯୋଜନ ସମ୍ବିଧାନ ବିରୋଧୀ, ରାଜ୍ୟ ସରକାର ଏହି ଯୋଜନା ଆଜି ୭୩ତମ ସମ୍ବିଧାନ ସଂଶୋଦନ ଆଇନ୍କୁ ଉପେକ୍ଷା କରିଛନ୍ତି । ପଂଚାୟତ ପ୍ରତିନିଧି ଯଥା ସରପଂଚ, ସମିତିସଭ୍ୟ, ୱାର୍ଡ ସଭ୍ୟମାନଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇନାହିଁ । ଏହା ସମ୍ବିଧାନ ପ୍ରତି…