Take a fresh look at your lifestyle.

ସୂର୍ଯ୍ୟ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସହର ଉପଖଣ୍ଡ ଭଗବାନପୁରଠାରେ ଦୁଇଦିନିଆ ସୂର୍ଯ୍ୟ ସ୍ମାରକୀ ନିଖିଳ ଓଡିଶା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ବୁଧବାର ସଂଧ୍ୟା ୬ଟାରେ ଉଦ୍ଘାଟିତ ହୋଇଯାଇଅଛି । ଏଥିରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର୍ କାମାକ୍ଷାପ୍ରସାଦ ସିଂହଦେଓ ମୁଖ୍ୟ ଅତିଥି ଓ…

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଗୋ ପୂଜନ

ଭୁବନ : ହିନ୍ଦୁ ଜାଗରଣ ମଞ୍ଚ ଆନୁକୁଲ୍ୟରେ ଏବଂ କାଶୀ ବିଶ୍ଵନାଥ ମନ୍ଦିର ( ଛତାମଠ) ସହଯୋଗରେ ରକ୍ଷା ବନ୍ଧନ ଓ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନ ସିନେମା ହଲ ସମ୍ମୁଖ ପଡ଼ିଆରେ ହିନ୍ଦୁ ଜାଗରଣ ମଞ୍ଚ,ଓଡ଼ିଶା ପୂର୍ବ ସଂଗଠନ ଶ୍ରୀମାନ ତନ୍ମୟ ଦାଶ ଙ୍କ ଅଧ୍ୟକ୍ଷତାରେ…

ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ ମା ଭଉଣୀ ଙ୍କୁ ମୋଦି ଙ୍କ ଉପହାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନ: ରକ୍ଷା ବନ୍ଧନ ର ଦିନକ ପୂର୍ବରୁ ଘରୋଇ ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ କରି କୋଟି କୋଟି ମା ଭଉଣୀ ଙ୍କୁ ମୋଦି ସରକାର ରକ୍ଷା ବନ୍ଧନ ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନ ମିନି ଷ୍ଟାଡିୟମ ଠାରେ ବିଜେପି…

କ୍ୟାଡର ପୁନର୍ବିନ୍ୟାସ ଦାବୀ: ଆନ୍ଦୋଳନକୁ ଓହ୍ଲେଇଲେ କୃଷି ବିଭାଗର ସମସ୍ତ ଅଧିକାରୀ

ଢେଙ୍କାନାଳ : ଓଡିଶା କୃଷି ସେବା ସଂଘ ଡାକରରାରେ କ୍ୟାଡର ପୁନର୍ବିନ୍ୟାସ ଦାବୀରେ ଗୁରୁବାର ସାରା ରାଜ୍ୟର କୃଷି ବିଭାଗର ସମସ୍ତ ଅଧିକାରୀମାନେ ସାମୁହିକ ଛୁଟି ସହିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲେଇଛନ୍ତି ।ଏହି ଅବସରରେ ଆଜି ଢେଙ୍କାନାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ…

ସିଦ୍ଧ ବଳରାମଜୀଉଙ୍କର ଜନ୍ମ ଉତ୍ସବ ପାଳିତ।

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସିଦ୍ଧ ବଳରାମଜୀଉଙ୍କର ଜନ୍ମ‌‌‌ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର,ବିଭିନ୍ନ ଫୁଲହାର, ତୁଳସୀ ହାର, ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା ।…

ଜିଲାର ୬ କଳାକାର ଦଳଙ୍କୁ ୬୦ ହଜାର ଟଙ୍କା ସହାୟତା

ଢେଙ୍କାନାଳ : ରାଜନୀତି ଜୁଆଡେ ଯାଉଛି ଯାଉ । କିନ୍ତୁ ସାଧାରଣ ଲୋକଟିଏ ତା'ର ଜୀବନଜୀବିକା ପାଇଁ ଅନେକ ସମୟରେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇଥାଏ । ୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ ସମୟରେ ହିନେ୍ଦାଳ ବ୍ଲକ୍ର ୩ଟି, ପରଜଙ୍ଗ ବ୍ଲକ୍ର ୨ଟି ଓ ଓଡାପଡା ବ୍ଲକ୍ର ୧ଟି…

ହୁ୍ୟସିଲ୍ ମାଧ୍ୟମରେ ସୃଙ୍ଖଳିତ କରାଯାଇପାରେ

ଢେଙ୍କାନାଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ୱରେ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର କର୍ତ୍ତବ୍ୟ ବିଦ୍ୟାଳୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…

ଯୋରନ୍ଦା ପଂଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁର୍ନୀତି, ଭଷ୍ଟାଚାର, ବଂଶବାଦ,ବ୍ୟାପକ ପିସି କାରବାର ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋଦି ସରକାର ଓଡ଼ିଶାକୁ…

କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ କାର୍ଯ୍ୟକ୍ରମ

ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ର ଖମାରସାହି ସେବାଶ୍ରମ ସ୍କୁଲ ରେ "କନ୍ୟା କ୍ଷମତା ଅଧିଗ୍ରହଣ ଓ ସମୃଦ୍ଧ ଦେଶ" ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । "ଝିଅ ବଢିଲେ ଦେଶ ବଢିବ " ଏହି ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ…