Take a fresh look at your lifestyle.

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉକ୍ରଳ ସମାଜ ପକ୍ଷରୁ ଚେତାବନୀ

ଢେଙ୍କାନାଳ : ରାଜ୍ୟ ସରକାର ବସୁଧା ଯୋଜନା ଦ୍ୱାରା ପ୍ରତି ଘରକୁ ପାଇପ୍ ଜଳର ଯୋଗାଣର ସଫଳତା ସମ୍ପର୍କରେ ଡିଣ୍ଡିମ ପିଟୁଥିଲା ବେଳେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫ କି.ମି. ଦୂରରେ ଅବସ୍ଥିତ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ମରାଙ୍ଗପାଳ ଗ୍ରାମର ଜନସାଧାରଣ…

ନୂଆଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ପାଇଁ କଳା ପ୍ରଦର୍ଶନୀ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅର୍ଗାନାଇଜେସନ୍ ଫର୍ ଡେଭଲପମେଣ୍ଟ୍ ଆଣ୍ଡ୍ ଇଣ୍ଟିଗ୍ରେସନ୍ ଅଫ୍ ଆର୍ଟ ଓ ଆର୍ଟିଷ୍ଟ (O.D.I.A.A.) ପକ୍ଷରୁ ଆୟୋଜିତ ପଞ୍ଚ ଦିବସୀୟ ଏକ ‘ଜଳବାୟୁ ପରିବର୍ତ୍ତନ ପାଇଁ ଏକ କଳା ପ୍ରଦର୍ଶନୀ’କୁ ଉଦଘାଟନ କରିବା ସହ ବୁଲି ଦେଖିଛନ୍ତି…

ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ

ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଠାରେ ଥିବା ଢେଙ୍କାନାଳ ଜିଲ୍ଲା ମୁକ୍ତ ବିଦ୍ୟାଳୟ କେନ୍ଦ୍ର ସଭା ଗୃହରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ଦ୍ୱିତୀୟ ମେଗା କ୍ୟାମ୍ପ-୨୦୨୩ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ…

ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ତଦନ୍ତ ଦାବୀରେ ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ

ଭୁବନେଶ୍ୱର : ରାୟଗଡା ସହରରେ ଜନ ଆନ୍ଦୋଳନର ନେତା ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାକୁ ଓଡ଼ିଶା ତଥା ଦେଶର ବିଭିନ୍ନ ସାମାଜିକ କର୍ମୀ, ମାନବାଧିକାର କର୍ମୀ, ସର୍ବୋଦୟ କର୍ମୀ, ଗାନ୍ଧୀବାଦୀ ନେତୃବୃନ୍ଦ ସମାଲୋଚନା କରିବା ସହ ପ୍ରତିବାଦ ପ୍ରଦର୍ଶନ କରି…

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆର କେ ଏସ ବୈଠକ ଅନୁଷ୍ଠିତ

ଭୁବନ  : ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ଦିନ ପରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆର୍ କେ ଏସ ଅଧ୍ୟକ୍ଷ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଗତ ୨୦୨୨-୨୩ ବର୍ଷ ଖର୍ଚ୍ଚ ହୋଇଥିବା୭…

ସେଂଟ୍ ଜାଭିୟର୍ସ ହାଇସ୍କୁଲ ପକ୍ଷରୁ ଚନ୍ଦ୍ରାୟନ-୩ ସଫଳତା ପାଇଁ ଶୁଭେଛା ପଦଯାତ୍ରା

ଢେଙ୍କାନାଳ : ଢେଙ୍କାନାଳ ସେଂଟ୍ ଜାଭିୟର ହାଇସ୍କୁଲ ପକ୍ଷରୁ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ର ସଫଳ ଅବତରଣ କରିଥିବାରୁ ଇସ୍ରୋ ବୈଜ୍ଞାନୀଙ୍କ ମାନକୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ଉଦେ୍ଦଶ୍ୟରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଶୋଭାଯାତ୍ରାରେ ଚନ୍ଦ୍ରାୟନ -୩ ର ଅବିକଳ ପ୍ରକଳ୍ପ…

ବାଜି ରାଉତ କଲେଜ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ : ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂସ୍କୃତ ବିଭାଗ ମୁଖ୍ୟ ଗୌରାଙ୍ଗ…

ଭାରତ ସ୍କାଉଟ୍ ଗାଇଡ୍ ପକ୍ଷରୁ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ର ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ୱରେ…

ଢେଙ୍କାନାଳ ଲେଖକ ସଂସଦର କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୯ ଘଟିକା ସମୟରୁ ୧୧ ଘଂଟା ପର୍ଯ୍ୟନ୍ତ ସାରଙ୍ଗଧର ମିଶ୍ରଙ୍କ…

ଏନସିଇଆରଟିର ୬୩ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ…