Take a fresh look at your lifestyle.

ଔଷଧ ବ୍ୟବସାୟୀଙ୍କ ଅକାଳ ବିୟୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ତାରିଣୀ ବଜାରର ଜଣାଶୁଣା ଔଷଧ ବ୍ୟବସାୟୀ ଅମର ପ୍ରସାଦ ଶତପଥୀ ଓରଫ ବୁବୁଲି (୫୮) ଙ୍କ ଆଜି ପରଲୋକ ହୋଇଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଗତ ଏକ ମାସ ହେଲା ପୀଡିତ ଥିଲେ । ସେ ଜଣେ ଶାନ୍ତ ସରଳ ଓ ପରୋପକାରୀ…

ଉଫୁନା ପକ୍ଷରୁ ଯୁବ ଦିବସ ପାଳିତ

ଢେଙ୍କାନାଳ: ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ ନୂଆ ଢଙ୍ଗରେ ପାଳିତ ହୋଇଯାଇଛି । ଏଥିରେ ଉଫୁନାର ସର୍ବଭାରତୀୟ ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ବରିଷ୍ଠ ନାଗରିକମାନେ ଅଭ୍ୟାସ ବଦଳରେ ଯୁବ ସୁଲଭତା ଅନୁଭବ କରିଥାନ୍ତି । ସାଧାରଣତଃ ଆମ ଦେଶରେ ସଂଖ୍ୟାଧିକ…

ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସମୁହ ଔଷଧ ସେବନ କାର୍ଯ୍ୟକ୍ରମ

ଢେଙ୍କାନାଳ : ସହରର ୯ନଂ ୱାର୍ଡ ଅନ୍ତର୍ଗତ ""ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ''ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଫାଇଲେରିଆ ନିରୋଧି ସମୁହ ଔଷଧ ବଂଟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଚ୍ଚତା ଅନୁଯାୟୀ ୨ ରୁ ୪ଟି ଆଇଭର୍ମେକ୍ଟିନ୍ ବଟିକା…

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ବୈଠକ

ଢେଙ୍କାନାଳ : ଢେଙ୍କାନାଳ ସହର ରଥଗଡାସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ କର୍ମକର୍ତା ଚୟନ କରାଯାଇ ଅନୁଷ୍ଠାନକୁ ପଞ୍ଜିକରଣ କରିବା ପାଇଁ ନିଷ୍ପତି କରାଗଲା ।…

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “”ଆଜାଦୀ କା ଅମୃତ ମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ""ଆଜାଦୀ କା ଅମୃତ ମହୋତ୍ସବ'' ନିମନ୍ତେ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ଆଣ୍ଡ କଲ୍ଚରାଲ୍ ଷ୍ଟଡିଜ୍ ଆନୁକୂଲ୍ୟରେ ଭାରତର ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ସଂଗ୍ରାମୀମାନଙ୍କ ଉପରେ ଏକ ଜାତୀୟ…

ଇନ୍ଦିପୁର ରେ “ମେରା ମାଟି, ମେରା ଦେଶ୍”କାର୍ଯ୍ୟକ୍ରମ

ଢେଙ୍କାନାଳ : ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ରେ "ମେରା ମାଟି, ମେରା ଦେଶ୍"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମ ର…

ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ବେଳେ ଖେଚେଡ଼ି ଭୋଗ…

ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସାଙ୍କୁଲେଇ ପଂଚାୟତର ସାଙ୍କୁଲେଇ ଗ୍ରାମର ଦିନବନ୍ଧୁ ଭୋଳଙ୍କ ଫାର୍ମ ହାଉସ୍ରେ ଦୁର୍ଲଭ ପାରିଜାତ ଫୁଲ ଫୁଟିଅଛି । ଯାହାକୁ ନେଇ ଅଂଚଳରେ ଖୁସିର ଲହରି ଖେଳିଯିବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଦିନବନ୍ଧୁ ଜଣେ ଫୁଲ ପ୍ରେମୀ ।…

ଖାଉଟି ଉପଭୋକ୍ତା ଜାଗ୍ରତ ଶିବିର ଉଦ୍ଘାଟିତ

ଢେଙ୍କାନାଳ : ସ୍ଥାନୀୟ ବୋରାପଦାସ୍ଥିତ ଅଂସିହା ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ମିଳିତ ଆନୁକୂଲ୍ୟରେ ଡମଶାଳ ଆଦିବାସୀ ଆବାସିକ ବିଦ୍ୟାଳୟ ପରିସରରେ ଖାଉଟି ଉପଭୋକ୍ତା ଜାଗ୍ରତ ଶିବିର ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ବାରଦା ମାତୃଭବନର ପ୍ରତିଷ୍ଠା ଦିବସ ପାଳନ ଓ ସୁବର୍ଣ୍ଣ ଜୟନ୍ତୀ ସମ୍ବତ୍ସର ଉତ୍ସବ ଶୁଭାରମ୍ଭ

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ବାରଦା ମାତୃଭବନର ପ୍ରତିଷ୍ଠା ଦିବସ ପାଳନ ସହ ଏକାସଙ୍ଗେ ଏହାର ୫୦ତମ ଜୟନ୍ତୀ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଏହି ମହୋତ୍ସବରେ ସଦର ବ୍ଲକ୍ ବି.ଡି.ଓ ସୁଧୀର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭବନ ଉତୋଳନ ସହ…