Take a fresh look at your lifestyle.

ମଣ୍ଡପାଳ ଗ୍ରାମରେ ନନ୍ଦୋତ୍ସବ ପାଳନ ହୋଇଅଛି

0 14

 ଢେଙ୍କାନାଳ :  ତା ୭.୯.୨୦୨୩ ସଦର ବ୍ଲକ ଅନ୍ତର୍ଗତ ମଣ୍ଡପାଳ ଗ୍ରାମରେ । ପୂର୍ବକାଳର ପଥା ଓ ବହୁବର୍ଷ ଧରି ରାଧାକୃଷ୍ଣ ଭଗବାନ ଶ୍ରୀକୃଷ୍ଣଜିବନୀ ବିଷୟରେ ଜାଣିବାରେ ଆଗ୍ରହ ଧର୍ମ ପାଳନ କରାଯାଇ ଆସୁଅଛି। ପ୍ରତିବର୍ଷ ବର୍ଷ ପରି ଗ୍ରାମ ରେ ଏହି ଦିନଟିକୁ ବଳରାମ, କୃଷ୍ଣ, ଅନ୍ୟ ରାଧା, ଗୋପାଳ. ବେଷରେ ରହିଥାଆନ୍ତି, ଗ୍ରାମର ଭାଗବତ ଘରଠାରେ, ଠାଙ୍କୁରଙ୍କ ହୋମଯଜ୍ଞ, ଯଥା କ୍ରମେ ପାଳନ କରିଥାନ୍ତି ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ପୁସିରେ ଏହି ଦିନଟିକୁ ପାଳିଥାନ୍ତି. ଘର ସମୁଖରେ ବଦା ପଣା କରିଥାନ୍ତି ।

ଏଥିରେ ସବୁ ପିଲାମାନେ ସବୁ ବେଶ ଭାବେ ପାଳନ କରିଥାନ୍ତି ଗ୍ରାମରେ ସଂକୀର୍ତ୍ତନ, କରି ଆସୁଛନ୍ତି. ଗ୍ରାମର ସମସ୍ତ ଗ୍ରାମବାସୀ ପ୍ରଶାଦ ସେବନ କରି ଖୁସି ମିଳିଥାଏ. ଆନନ୍ଦ ସହିତ ପାଳନ କରନ୍ତି. ଏଥିରେ.. ପ୍ରାଣବନ୍ଧୁବ୍ରହ୍ମ, ଅଶୋକବ୍ରହ୍ମ । ବଂଶୀଧର ବରାଳ, ଦତ୍ ବ୍ରହ୍ମ ଗୋବିନ୍ଦ ଚନ୍ଦ୍ର ପରିଡ଼ା, ସନାତନ ବରାଳ, ବୁଲୁ ବରାଳ ଓ ଅନ୍ୟାମାନେ ।

- Advertisement -

Leave A Reply

Your email address will not be published.