Take a fresh look at your lifestyle.

ଅଧାରେ ଅଟକିଲା ଶହ ଶହ ଗାଡି

କାଇମାଟି ପେଟ୍ରୋଲ ପମ୍ପରେ ଅପମିଶ୍ରଣ

0 96

ଢେଙ୍କାନାଳ : ଢେଙ୍କାନାଳ -କପିଳାସ ମୁଖ୍ୟ ରାସ୍ତାର କାଇମାଟି ଠାରେ ଥବା ଅଜୟ କିଶାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଯୋଗୁ ଶନିବାର ଶହ ଶହ ଗାଡି ଅଧାରେ ଅଟକିଛି , ଫଳରେ ଚାଳକ ଅସୁବିଧାରେ ସମ୍ମୁଖିନ ହୋଇଛନ୍ତି ।

ଗାଡି ରେ ତେଲ ପକାଇ କିଛି ବାଟ ଗଲା ପରେ ଗାଡିରୁ କଳାଧୁଆଁ ବାହାରି ହଠାତ୍ ଷ୍ଟାଟ୍ ବନ୍ଦ ହୋଇଯାଇଥବଲା । ଶନିବାର ଅପରାହଣହ ରେ ଓକିଲ ଜ୍ୟୋତିନ୍ଦ୍ରନାଥ ନନ୍ଦ ଢେଙ୍କାନାଳର କମ ସାରି ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନିଜ ଗ୍ରାମ ମାଧପୁର ଫେରୁଥବବା ବେଳେ ବାଟରେ ଅଜୟ କେଏସକେ ରେ ପେଟ୍ରୋଲ ପକାଇ କାଇମାଟି ଛକ ଯାଇଛନ୍ତି, ତାଙ୍କ ଗାଡି ଅଚଳ ହୋଇ ରହିଯାଇଥିଲା । ସେ ଅପମିଶ୍ରଣ ନେଇ ଢେଙ୍କାନାଳ ଉପଜିଲାପାଳଙ୍କୁ ମୋବାଇଲ ଯୋଗ ଅଭିଯୋଗ କରିବା ରୁ ଯୋଗାଣ ବିଭାଗ କର୍ମଚାରୀ ମାନେ ଯାଇ ତଦନ୍ତ ଆରମ୍ଭ କରିଛନ୍ତି  ।

- Advertisement -

Leave A Reply

Your email address will not be published.