Take a fresh look at your lifestyle.

କୋଭିଡ ସଂକ୍ରମଣ ଚିହ୍ନଟ: କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

0 15

Get real time updates directly on you device, subscribe now.

ଢେଙ୍କାନାଳ: ଜିଲ୍ଲା କୋର୍ଟ ଜୁଡ଼ିସିଆଲି ଅଫିସରୁ ୧୦ ରୁ ଉର୍ଦ୍ଧ୍ବ ସଂଖ୍ୟକ କର୍ମଚାରୀ କୋଭିଡ ସଂକ୍ରମଣ ଚିହ୍ନଟ । କୋର୍ଟ ପରିସରକୁ ଆଜିଠାରୁ ୨୭ ତାରିଖ ସକାଳ ସାତଟା ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା।

ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ଜାରି କଲେ ଜିଲ୍ଲାପାଳ ସରୋଜ କୁମାର ସେଠୀ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.