Take a fresh look at your lifestyle.
Monthly Archives

October 2023

ଜାତୀୟ ଡାକ ସପ୍ତାହ ବିତୀୟ ସଶକ୍ତିକରଣ ଦିବସ ଅବସରରେ କାଶିଆଡିହି ଗ୍ରାମରେ ଡାକମେଳା ପାଳିତ

ଢେଙ୍କାନାଳ: ଢେଙ୍କାନାଳ ଡାକମଣ୍ଡଳର ଢେଙ୍କାନାଳ ତଥା ଅନଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ଡାକ ସପ୍ତାହ ଅବସରରେ ବିତୀୟ ସଶକ୍ତିକରଣ ଦିବସ ପାଳନ ହୋଇଯାଇଅଛି । ଆଜି ଢେଙ୍କାନାଳ ଡାକ ଉପଖଣ୍ଡ ନିରୀକ୍ଷକ ସଦାଶିବ ରାଉତଙ୍କ ନେତୃତ୍ୱରେ ଗଦାଶିଳା ଉପଡାକ ଘର ଅଧିନସ୍ଥ କାସିଆଡିହି ଗ୍ରାମର…

ଟ୍ରକ ଧକାରେ ସ୍କୁଲ ଛାତ୍ରୀ ମୃତ୍ୟୁ , କ୍ଷତିପୂରଣ ଦାବି ରେ ରାସ୍ତାରୋକ

ଢେଙ୍କାନାଳ : ଢେଙ୍କାନାଳ ସଦର ଅନ୍ତର୍ଗତ ବଣସିଂହ- ଢେଙ୍କାନାଳ ରାସ୍ତା ର ରଞ୍ଜା ଛକ ରେ ଏକ ଟ୍ରକ (ହାଇୱା ଗାଡି ) ଧକ୍କା ରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି I ମୃତ ଛାତ୍ରୀ ହେଉଛନ୍ତି ଡେରାସିଙ୍ଗ ଗ୍ରାମ ର ରାଧାନାଥ ସାହୁ ଝିଅ ପଦ୍ମିନୀ I ଏହି ଘଟଣା ରେ ସ୍ଥାନୀୟ ଅଞ୍ଚଳ ରେ…

ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା ସମ୍ବନ୍ଧୀୟ କର୍ମଶାଳା

ଢେଙ୍କାନାଳ : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଂରକ୍ଷଣ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ସ୍ଥାନୀୟ ଶ୍ୟାମାଚରଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ କୃଷି ବିଭାଗର ଅତିରିକ୍ତ କୃଷି…

ତ୍ରି ଦିବସୀୟ ଯୋଗ ଓ ସତରଞ୍ଜ (ଚେସ୍) ପ୍ରତିଯୋଗିତା ଉଦ୍ ଘାଟିତ

ଢେଙ୍କାନାଳ : ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ ଦ୍ଵାରା ଆୟୋଜିତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ତ୍ରି ଦିବସୀୟ ଯୋଗ ଓ ସତରଞ୍ଜ (ଚେସ୍) ପ୍ରତିଯୋଗିତା -୨୦୨୩ ସ୍ଥାନୀୟ…

ବ୍ଯାସସମ୍ମାନ ପ୍ରାପ୍ତ ଶିକ୍ଷକ ଅନନ୍ତ ଚରଣ ଗୋଛୟତ ଙ୍କ ଏକାଦଶାହ ରେ ସ୍ମୃତି ଚାରଣ ସଭା

ଗଁଦିଆ : ବ୍ଯାସସମ୍ମାନ ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଗୋଛୟତ ଙ୍କ ଏକାଦଶାହ ରେ ସ୍ମୃତି ଚାରଣ ସଭା ତାଙ୍କ ବାସଭବନ ଝିଲ୍ଲିଗ୍ରାମରେ ଅକ୍ଟୋବର ମାସ ଆଠ ତାରିଖ ରବିବାର ଦିନ ପୂର୍ବାହ୍ନ ଏଗାରଟାରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ…

ଜିଲ୍ଲାସ୍ତରୀୟ ଗ୍ରାମ୍ୟ ସମ୍ବଳ କର୍ମୀମାନଙ୍କର ଜରୁରୀ ବୈଠକ

ଢେଙ୍କାନାଳ, ୮।୧୦ : ଅଦ୍ୟ ଦିବା ୧୦ଘଟିକା ସମୟରେ ଯାଉଁଳି ପୋଖରୀ ମଠ ଠାରେ ଜିଲ୍ଲା ସ୍ତରୀୟ ଗ୍ରାମ୍ୟ ସମ୍ବଳ କର୍ମୀ ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ସମ୍ବଳ କର୍ମୀ ସଂଘର ଉପଦେଷ୍ଟା ରବିନ୍ଦ୍ର ବେହେରା ଉପସ୍ଥିତ ଥିଲେ । ବୈଠକକୁ ଜିଲ୍ଲା…

କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

କୋଣାର୍କ : ୦୮.୧୦.୨୦୨୩ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ପୂଜା ନିମନ୍ତେ କୋଣାର୍କରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ବହୁ ଘାତ ପ୍ରତିଘାତ ମଧ୍ୟରେ କୋଣାର୍କ ନିକଟସ୍ଥ ବେଠିଆ ଗଦା ନିକଟରେ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା ପାଇଁ ମୁକେଶ ଜେନଙ୍କ ନେତୃତ୍ୱରେ ଏହି ନିର୍ମାଣ…

ସମ୍ବାଦ ପତ୍ର ଓ ସାମ୍ବାଦିକମାନଙ୍କୁ ଦମନ ଉଦ୍ୟମ ବିରୁଦ୍ଧରେ ଗଣ ପ୍ରତିବାଦ

ଢ଼େଙ୍କାନାଳ : ଗଣତନ୍ତ୍ର, ଜନଦରଦୀ, ସତ୍ୟବାଦୀ, ଗଣତନ୍ତ୍ର ସପକ୍ଷବାଦୀ ସମ୍ବାଦ ପତ୍ର ଓ ମୁକ୍ତ ସାମ୍ବାଦିକମାନଙ୍କ ଉପରେ ଦିଲ୍ଲୀ ପୋଲିସ୍ ଚଢ଼ାଉକରି ନଗ୍ନ ଆକ୍ରମଣ କରିବା ବିରୁଦ୍ଧରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଗତିଶୀଳ ନାଗରିକ ମଂଚ ତରଫରୁ ପ୍ରତିବାଦ କରାଯାଇ…

ଢେଙ୍କାନାଳ ଡାକମଣ୍ଡଳ ଅଭିକର୍ତାମାନଙ୍କ ବୈଠକ

ଢେଙ୍କାନାଳ: ସ୍ୱଳ୍ପ ସଂଚୟ ଅଭିକର୍ତା ସଂଘର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅଭିକର୍ତାମାନେ ଯୋଗଦେଇ ସଂଘର ସମସ୍ତ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଜଣାଗଲା ଯେ, ମାନ୍ୟବର କେନ୍ଦ୍ର ସରକାର ଆମର ସମସ୍ତ…

ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ ଆଜି ରୁଦ୍ରାନ୍ତ ଦଳେଇ କଦଳୀ ବଗିଚା, ଭଗବାନପୁର ଠାରେ ସଂଘର ସଭାପତି ରୁଦ୍ରାନ୍ତ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସଭାପତି ରୂପେ ରୁଦ୍ରାନ୍ତ କୁମାର ଦଳେଇ, କାର୍ଯ୍ୟକାରୀ ସଭାପତି ଭାବେ…