Take a fresh look at your lifestyle.

ଗଣେଶ ପୂଜା ଅବସରରେ ଭାଗିରଥୀ ସାଗର ଯୁବକ ସଂଘ ତରଫରୁ ପ୍ରସାଦ ବଂଟନ

0 6

Get real time updates directly on you device, subscribe now.

ଢେଙ୍କାନାଳ: ଅ।ଦ୍ୟ ମଧ୍ୟାହ୍ନରେ ଗଣେଶ ପୂଜା ଅବସରରେ ଭାଗିରଥୀ ଯୁବକ ସଂଘ ତରଫରୁ ମଣ୍ଡପ ପରିସରରେ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରସାଦସେବନ କରିଛନ୍ତି । ଅନ୍ନ, ଡାଲ୍ମା, ଶାଗ, ଆମ୍ବୁଲ ଖଟା, ଖୀରି ଓ ଫିଙ୍ଗର ଚିପ୍ସି ଇତ୍ୟାଦି ପ୍ରସାଦକୁ ମହା ଆନନ୍ଦରେ ଭକ୍ତମାନେ ପାଇଥିଲେ ।

ଏଥିରେ ଭାଗିରଥୀ କ୍ଲବ୍ର ସଭାପତି ଦୀପ୍ତିରଞ୍ଜନ ସେଠୀ ଓ କାର୍ଯ୍ୟକାରୀ ସଂପାଦକ ରାଜେନ୍ଦ୍ର ପଣ୍ଡା ଏବଂ କ୍ଲବ୍ର କାର୍ଯ୍ୟକର୍ତା ରଞ୍ଜିତ୍ କୁମାର ସେନାପତି, ପାପୁ ମହାନ୍ତି, ଜୁଲୁ ସିଂହ, ଲୁଲୁ ସାହୁ, ଅମିତ୍ ନନ୍ଦ, ମନୋଜ ସେନାପତି, ସୁବ୍ରତ ମୁଦୁଲି, ସଂଗ୍ରାମ ସେନାପତି, ଅଭିଷେକ ପ୍ରଧାନ, ସୁଜିତ୍ ନାୟକ, ସାଗର ବେହେରା ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ କ୍ଲବ୍ର ଉପଦେଷ୍ଟା ସୁବ୍ରତ କୁମାର ଜେନା କ୍ଲବ୍ର ସମସ୍ତ କର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.