Take a fresh look at your lifestyle.

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ତୃତୀୟ ସହ ଭ।ଗୀ ବୈଠକ

0 1

Get real time updates directly on you device, subscribe now.

ଗନ୍ଦିଆ : ଗନ୍ଦିଆ ବ୍ଲକ଼ଅନ୍ତର୍ଗତ ଦେଓଗାଁଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତ୍ରର୍ଗତ ପ୍ରଧାନଶିକ୍ଷକ ମାନଙ୍କର ତୃତୀୟ ସହ ଭ।ଗୀ ବୈଠକ କେନ୍ଦ୍ର ସାଧନ ସଂଯୋଜକ ବିଦ୍ୟାଧର ପରିଡାଙ୍କ ଦ୍ଵାରା ଆହ୍ଵାନ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବାରଟି ସ୍କୁଲ ମଧ୍ଯରୁ ନଅଟି ସ୍କୁଲର ପ୍ରଧାନଶିକ୍ଷକ ଉକ୍ତ ବୈଠରେ ଯୋଗଦାନ କରିଥିଲେ।

 ସେପା କୋଅଡିନେଟର ଡକ୍ଟର ପି ଭି ଗୌରୀ ପ୍ରଦ୍ଭା ଜିଲା ପେଡା ଗୋଜି କୋଅଡିନେଟର ଶ୍ରୀମତୀ ଶୁଭଲକ୍ଷ୍ମୀ ସାହୁ, ସିନିଅରଟି ଚର ଏଡୁକେଟର ଶ୍ରୀମତୀ କଲ୍ୟାଣୀ ସାହୁ, ଶ୍ରୀମତୀ ବିନ୍ଦୁ ବେହୁରି ଅ। ଉକ୍ତ ବୈଠକରେ ଯୋଗଦାନ କରି ଜି କେ କିଟ୍ ଲିଟେରାସି କିଟ ବିଦ୍ୟା ପ୍ରବେଶ, ଟି ଚରଗାଇଡ ବୁକ୍ . ପାଠାଗାରର ବ୍ୟବହାରିକ ତା ସମ୍ପର୍କରେ ବିଶବ୍ ଆଲୋଚନା କରିଥିଲେ।

ଶିକ୍ଷକ ଶ୍ରୀ ସୁଦର୍ଶନ ପରିଡା ସିଆରଏ ମେଥଡ୍‌ରେ ଯୋଗ ଓ ବିୟୋଗ ଶିକ୍ଷା ଶିକ୍ଷକମାନଙ୍କୁ ବୁଝାଇଥିଲେ। କେନ୍ଦ୍ର ସାଧନ ସଂଯୋଜକ ବିଦ୍ୟାଳୟକୁ ଆସିଥିବା ବିଭିନ୍ନ ଅନୁଦାନର ସଠିକ୍ ଉପଯୋଗିତା ସଂପର୍କରେ ଶିକ୍ଷକମାନଙ୍କୁ ଅଵଗତ କରାଇଥିଲେ। ଉପସ୍ଥିତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦଙ୍କୁ ଧନ୍ୟବାଦ ଜଣାଇ ଅପରାହ୍ଣ ଏକ ଘଟି କା ସମୟରେ ସଦ୍ଭାସାଙ୍ଗ କରାଯାଇଥିଲ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.