Take a fresh look at your lifestyle.

ବାରିହାପୁର ଉପ୍ରା ବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0 9

Get real time updates directly on you device, subscribe now.

ପରଜଙ୍ଗ : “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବାରିହାପୁର ଉପ୍ରା ବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୩୬ ୟୁନିଟ ସଂଗୃହିତ ହୋଇଥିଲା ଏହି ରକ୍ତଦାନ ଶିବିର ରେ ଯୁବଶକ୍ତି ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଶୁଭାରମ୍ଭ କରି ଉଦଘାଟନ କରିଥିଲେ, ସମସ୍ତ ରକ୍ତଦାତା ଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଯୁବପିଢ଼ି ରକ୍ତଦାନ କରିବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ ।

ରକ୍ତଦାନ କରିବା ଦ୍ୱାରା ଆମେ ଜଣଙ୍କର ଜୀବନ ବଞ୍ଚାଇବା ସହ ଆମେ ସୁସ୍ତ ଆଉ ସୁରକ୍ଷିତ ରେ ରହି ଥାନ୍ତି ବୋଲି କହିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଯୁବଶକ୍ତି ର ଜ୍ଞାନ ରଞ୍ଜନ ସାହୁ, ସୁଶାନ୍ତ ସାହୁ, ନରେନ୍ଦ୍ର ବିଶ୍ୱାଳ, ଲିଟୁ ସାହୁ,ତ୍ରିନାଥ ସାହୁ, ସଚିନ ସାହୁ, ସିତଲ ପ୍ରଧାନ, ଗଣମାଧ୍ୟମ ପ୍ରତିନିଧି ନିର୍ମଳ ଗଡନାୟକ, ବାପି ଭୁକ୍ତା, ପ୍ରଶାନ୍ତ କୁମାର ସାହୁ, ରୂପକ ରଞ୍ଜନ ସାହୁ, ଦିତ୍ତି କୃଷ୍ଣ ନାୟକ, ରୀଣ୍ଟୁ ଦାସ, ଅଙ୍କୁର ସିଂ, ମନୋଜ ଦାସ, ଏବଂ ତାଳଚେର ରକ୍ତ ଭଣ୍ଡାର ର ଡାକ୍ତର ଅଙ୍କିତା ତିର୍କୀ, ଟେକନିସିଆନ କୁମୁଦ ସାହୁ, ଗୋପାଳ ଚନ୍ଦ୍ର ବେହେରା, ପଦ୍ମିନୀ ସାହୁ, ତ୍ରିନାଥ ଓଝା, ଚନ୍ଦ୍ରମଣି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.