Take a fresh look at your lifestyle.

ଯଦୁପତି ବିହାର ରେ ଥିବା ରାଧାକୃଷ୍ଣ ମନ୍ଦିର ରେ ଜନ୍ମାଷ୍ଟମୀ

0 9

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଦେଉଳସାହି ସ୍ଥିତ ଯଦୁପତି ବିହାର ରେ ଥିବା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ରେ ମନ୍ଦିର ରେ ଦିନ ତମାମ ଭିଡ ଲାଗି ରହିଛି I

ମନ୍ଦିର ରେ ପ୍ରାତଃ ରୁ ମଙ୍ଗଳ ଆଳତି ଓ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ରେ ଜୀଉ ଙ୍କୁ ସଜ୍ଜିତ କରଯାଇଥିଲା I ବିଭିନ୍ନ ଫୁଲ ଓ ଫୁଲହାର ରାଧାକୃଷ୍ଣ ଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ପ୍ରକାର ଫଳ ମୂଳ ଓ ସଙ୍କୁଡି ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ଜନ୍ମ ପୂଜା ଜନ୍ମ ବହି ପଠନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଛି ।

ବହୁ ସଂଖ୍ୟକ ଭକ୍ତଙ୍କ ଧାଡ଼ି ଲାଗିଥିବା ବେଳେ ଭକ୍ତଙ୍କ ହାତରେ କ୍ଷୀର, ଓ ବିଭିନ୍ନ ଫଳମୂଳ ଭୋଗ ଦେଖିବାକୁ ମିଳୁଛି। ଆସନ୍ତା କାଲି ନନ୍ଦ ଉତ୍ସବ ପାଳନ କରାଯିବ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.