Take a fresh look at your lifestyle.

ପୂର୍ତ୍ତ ବିଭାଗ ଠିକାଦାର ସଂଘ ପକ୍ଷରୁ ବିଶ୍ଵ କର୍ମା ପୂଜା ପାଳିତ

0 1

Get real time updates directly on you device, subscribe now.

ଢେଙ୍କାନାଳ: ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠାରେ ଠିକାଦାର ସଂଘ ପକ୍ଷରୁ ଧୂମ୍ ଧାମରେ ବିଶ୍ଵକର୍ମା ପୂଜା ପାଳିତ ହୋଇ ଯାଇଛି । ପ୍ରାତରୁ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା , ଘଟ ଆବାହନ ଓ ବିଶ୍ଵ କର୍ମାଙ୍କୁ ଷୋଳସ ଉପଚାରରେ ପୂଜା କରାଯାଇ ଥିଲା । ବିଭିନ୍ନ ଭୋଗ ରାଗ ଲାଗ କରାଯାଇଥିଲା ।

ଏହି ଅନୁଷ୍ଠାନ ଦିର୍ଘ ୧୦ ବର୍ଷ ହେଲା ପୂଜା ପାଳିତ ହୋଇ ଆସୁଛି । କର୍ତ୍ତା ଓ ସଂପାଦକ ଦେବାଶିଷ ବେହେରା, ସଭାପତି ଗୋବିନ୍ଦ ବିଶ୍ଵାଳ ଓ କର୍ମକର୍ତ୍ତା ସଂଜୟ ବୈଶାଖ, ଫୁଲକ ମିଶ୍ର, ଆଶୁତୋଷ ଦାସ, ଶୁଭେନ୍ଦୁ ଶତପତି ଓ ସମସ୍ତ କର୍ମଚାରିଙ୍କ ଉପସ୍ଥିତରେ ଏହି ବିଶ୍ଵକର୍ମା ପୂଜା ଟି ସଂପୂର୍ଣ୍ଣ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.