Take a fresh look at your lifestyle.

ଦ୍ୱିତୀୟା ଓଷା ପାଳିତ

0 2

Get real time updates directly on you device, subscribe now.

ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ମହା ଲକ୍ଷ୍ମୀ ଙ୍କ ମନ୍ଦିର ସମ୍ମୁଖରେ ଦ୍ୱିତୀୟା ଓଷା ପାଳନ କରାଯାଇ ଥିଲା । ବାଉଁଶ ବନ୍ଧ। ଯାଇ କଦଳି ଗଛ ବନ୍ଧ।ଯାଇଥିଲା ଓ ଋନ୍ଦୁଆ ଟଙ୍ଗା ଯାଇ ପାହାଡ଼ା ଲୁଗା ପକାଯାଇ ବୃନ୍ଦାବତି ଙ୍କ ପାଖରେ ମୁରୁଜ ପକାଯାଇ ଥିଲା ।

ଗୁଆ କଉଡି, ବିଭିନ୍ନ ପରିବା ଓ ଭୋଗ ଲାଗି କରାଯାଇଥିଲା । ଓଷା ବହି ପଠନ କରାଯାଇ ଦିପ ଧୂପ ଓ କର୍ତ୍ପର ଆଳତୀ କରାଯାଇ ଥିଲା । ପୂଜକ ଦୋଳ ନନା ପୂଜା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.