Take a fresh look at your lifestyle.

ଯୁବକଙ୍କ ଅକାଳ ବିୟୋଗ

0 290

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ଗ୍ରାମର ନରେଶ ବେହେରା(୩୨) ଙ୍କ ଦେହ ଅସୁସ୍ଥତା ହେବାରୁ ତାଳଚେର କ୍ରିଷ୍ନା କ୍ଲିନିଙ୍ଗ କୁ ଗତକାଲି ରାତି ୯ ଟା ବେଳେ ଚିକିତ୍ସା ପାଇଁ ନିଆ ଯାଇଥିଲା ବେଳେ ଅଧିକ ଗୁରୁତର ହେବାରୁ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ନେଇଥିଲେ ସେଠି ଡାକ୍ତର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ସେ ଜଣେ ମେଳାଳୀ ଯୁବକ ଥିଲେ ।

ସେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଝିଲ୍ଲୀ ପଞ୍ଚାୟତ ଡ୍ରାଇଭର ସଂଘ ଘରେ ପହଞ୍ଚି ସମବେଦନା ଜଣାଇଥିଲେ।ଘରେ ପତ୍ନୀ ସହିତ ୩ ବର୍ଷର ଝିଅ ଅଛି । ଗ୍ରାମ ସ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।ତାଙ୍କ ବିୟୋଗ ଖବର ପାଇ କଙ୍କଡାହାଡ଼ ବ୍ଲକ ପୁର୍ବତନ ଅଧ୍ୟକ୍ଷ କାର୍ତିକ ସାହୁ ଘରେ ପହଞ୍ଚି ଶୋକ ବ୍ୟକ୍ତ କରିଥିଲେ । ତାଙ୍କ ବିୟୋଗରେ ଝିଲ୍ଲୀ ଗାଁ ରେ ଶୋକର ଛାୟା ଖେଳି ଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.