ଢେଙ୍କାନାଳ: ସ୍ଥାନିୟ ବାଜି ଚୌକି ଠାରେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଡିଆର ଡିଏ ପିଡି ସାଫଲ୍ୟ କୁମାର ପଣ୍ଡିତ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାସ, ସତ୍ୟ କର, ସତ୍ୟ ସ୍ୱରୂପ ଦାସ, ଟଙ୍କଧର ବେହେରା।
କମିଟିର ସଦସ୍ୟ ସଂଗ୍ରାମ କେଶରୀ ପାଣି । ବୁଲୁ ପାତ୍ର, ରୁଦ୍ରାଙ୍ଗ ଦଳେଇ, ଗଗନ ନନ୍ଦ, ଦେବାଶିଷ ମିଶ୍ର, ମୁର୍ମିତ ମହମଦ ଏହି କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ଭଜନ ସନ୍ଧ୍ୟା ଆରମ୍ଭ ହୋଇଥିଲା ।
ଆଜି ପ୍ରଥମ ଦିନରେ ସୁର ସଂଙ୍ଗିତ ପକ୍ଷରୁ ଭଜନ ପରିବେଶଣ ହୋଇଥିଲା । ଏହି ଭଜନ ସମାରୋହଟି ଆସନ୍ତି । ବାହୁଡା ପର୍ଯ୍ୟନ୍ତ ଚାଲୁ ରହିବ ।
