କୋଣାର୍କ: ଶନିବାର କୋଣାର୍କ ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ “ମାଇଁ ସିଟି ଲିଙ୍କ କରପୋରେର୍ଟେ ଆଇକନ ଆୱାର୍ଡ” ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ କର୍ପୋରେଟ୍ ଏବଂ ଫ୍ଯାସନ୍ ଜଗତର ଚିନ୍ତକ, ଉଦ୍ଭାବକ ଏବଂ ଟ୍ରେଲ୍ବ୍ଲେଚ୍ର ମାନଙ୍କର ରୋମାଂଚଳ ମିଶ୍ରଣକୁ ଉପସ୍ଥାପନ କରିବା ପାଇଁ “ମାଇଁ ସିଟି ଲିଙ୍କସ୍” ପକ୍ଷରୁ ଓଡିଶା ପର୍ଯ୍ୟଟନ ଦ୍ଵାରା ପ୍ରାୟୋଜିତ”ମାଇଁ ସିଟି ଲିଙ୍କସ୍ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ ୨ ୦୨୨” ର ତୃତୀୟ ସଂସ୍କରଣ କରାଯାଉଅଛି ।
ବିଶ୍ୱ କର୍ପୋରେଟ ଜଗତ ରେ ମୁଖ୍ୟତ ଓଡିଶା ପାଇଁ ଏକ ନୂତନ ପରିଚୟ ଆଣିଥିବା କିମ୍ବା କିଛି ନୂଆକରି ଓଡିଶା ରାଜ୍ୟ ତଥା ଓଡିଶା ମାଟି ପାଇଁ ପରିବର୍ତନ ଆଣିବାରେ ଯେଉଁମାନେ ପ୍ରୟାସ ଜାରି ରଖିଛନ୍ତି ସେହିଭଳି ବ୍ୟକ୍ତି ବିଶେଷଙ୍କୁ ଉସ୍ଛାହିତ ଓ ସମର୍ଥନ କରିବା ଲକ୍ଷ୍ୟ ନେଇ ଏହି କର୍ପୋରେଟ ଆଇକନ ଆୱାର୍ଡର ମୁଖ୍ୟ ଲକ୍ଷ। ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଫ୍ଯାସନ୍ ଡିଜାଇନର୍ ଏବଂ ଟେଲିଭିଜନ ଭପସ୍ଥାପିକା ମନ୍ଦିରା ବେଦୀ, ଓଡ଼ିଶାର ଖ୍ୟାତିସମ୍ପନ୍ନ ଜାତୀୟ ଅନ୍ତର୍ଜାତୀୟ ସ୍ତରର ଗୀତିକାର ରକଷ୍ଟାର ଋତୁରାଜ ମହାନ୍ତି, ଓ ଅତିରିକ୍ତ ପୋଲିସି ମହା ନିର୍ଦେଶକ ସ୍ଵତନ୍ତ୍ର ଅତିଥି ଭାବରେ ଏହି ଉତ୍ସବର ସନ୍ଧ୍ୟାର ଅକର୍ଷଣ ଚଳିତ ବର୍ଷ ବିଭିନ୍ନ ବର୍ଗରେ ଓଡିଶା ପର୍ଯ୍ୟଟନ
ବିକାଶ ନିଗମ ( ଓଟିଡିସି) , ପାରାଦୀପ ଫସଫେଟ୍ ଲିମିଟେଡ୍ ( ପିପିଏଲ୍), ଜିନ୍ଦଲ ଵଲ୍ ଆଣ୍ଠ ପାଞ୍ଵାର ଲିମିଟେଡ୍, ଗୁପ୍ତା ପଞ୍ଵାର ଇନ୍ଫରାଷ୍ଟରଚର୍ ଲିମିଟେଡ, ଶିକ୍ଷା ଓ ଅନୁସନ୍ଧାନ(ସୋଆ ବିଶ୍ଵବିଦ୍ୟାଳୟ), ଶ୍ରୀମତୀ ରଶ୍ମି ସାହୁ, ଡା. ପ୍ରିୟା ପ୍ରିୟଦର୍ଶିନୀ ନାୟକ, ଶ୍ରୀମତୀ ଆନୀ ବର୍ମନ, ଶ୍ରୀଯୁକ୍ତ ରାଜୀବ ଶେଖର ସାହୁ,ଶ୍ରୀଯୁକ୍ତ ଅୟସକାନ୍ତ ମହାନ୍ତି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମହାଯାତ୍ର ଏକ୍ପ୍ଲୋର୍ ଓଡିଶା ( ନ୍ୟୁଜ୍ ୭) ,ଶ୍ରୀଯୁକ୍ତ ଦିଲ୍ଲୀପ ରାୟ, ଓଡିଶା ତଥା ଅନ୍ତର୍ଜାତୀୟ ଧାବିକା ମିସ୍ ଦୂତୀ ଚାନ୍ଦ,ଶ୍ରୀମତୀ କିରୁଥ୍ବକା ପ୍ରଭାକରନ୍ ଏବଂ ଶ୍ରୀଯୁକ୍ତ ତପନ କୁମାର ଚାନ୍ଦଙ୍କୁ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ ୨୦୨୨ରେ ସମ୍ମାନୀତ କରାଯାଇଥିଲା।

ଏହି ଅବସରରେ ସୂଜନଶୀଳ ଉଦ୍ୟମିତା ଏବଂ ଇକୋ ପର୍ଯ୍ୟଟନ ବର୍ତ୍ତମାନ ଏବଂ ଭବିଷ୍ୟତ ଶୀର୍ଶକ ଦୂଇଟି ଅଧିବେଶନ ର ଆୟୋଜନ କରାଯାଇଥିଲା । ସହର କୈନ୍ଦ୍ରିକ ପବ୍ଲିକେଶନ୍ ଭାବରେ ମାସିଜ ଇଂରାଜୀ ପତ୍ରିକା ”ମାର୍ଲସିଟି ଲିଙ୍କ” ଏହାର ପାଠକମାନଙ୍କୁ ସର୍ବଦା ନୁଆ ଢ଼ଙ୍ଗରେ ବିଭିନ୍ନ କରାମବକ ଘଟଣା ସହିତ ପ୍ରେରଣାଦାୟକ ଓ ସଫଳ କାହାଣୀମାନ ପ୍ରକାଶ କରି ପ୍ରତିଟି ଖବରରେ ଓଡ଼ିଶାର ଲୋକମାନଙ୍କୁ ସହରର ଏକଭିନ୍ନ ସ୍ୱାଦ ଦେଇଆାସିଛି ।
ବିଭିନ୍ନ ସୂଚନାମୂଳଳ ଖବର ସହିତ ଓଡ଼ିଶାର ଲୋକ ତଥା ଓଡ଼ିଶାର କଳା, ସସ୍କୃତି, ଖଦ୍ୟ ଜୀବନଶୈଳୀ,ସ୍ମମଣ, ଫ୍ୟାସନ୍ ଏବଂ ମନୋରଞ୍ଜଳ ପର୍ଷ୍ୟନ୍ତ ସମସ୍ତ ଦିଗକୁ ଗୁରୁତ୍ବ ଦେଇଥାସୁଛି । ସେହିଭଳି ତଥ୍ୟଭିତ୍ତିକ ସମ୍ବାଦ ଓ ସାମ୍ତିକ ପରିସ୍ଥିତିଭଳି ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରି ଓଡ଼ିଶା ବିଷୟରେ ପ୍ରବନ୍ଧମାନ ରଚନା କରିଆସୁଛି ।
ସପ୍ତମ ବର୍ଷରେ ପଦାର୍ପଣ କରିଥିବା “ମାଇଁ ସିଟିଲିଙ୍କ” ମଧ୍ଯ ଡ଼ିକିଟାଲ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛି । ତା ସହିତ ଅଡ଼ିଓ ଭିଜୁଆଲ୍ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ବିଷୟକୁ ଭିଡ଼ିଓ ମାଧମରେ ପହଞ୍ଚାଇବାକୁ ନିଜର ପ୍ରଚେଷ୍ଟା ଜାରି ରଖିଥିବା ଜଣାଯାଏ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କ ମନୋରଞ୍ଜନ ପାଇଁ ଖ୍ୟାତି ସମ୍ପନ୍ନ କଳାକାର ମାନଙ୍କ ଦ୍ୱାରା ମନୋରମ ସଙ୍ଗୀତ ପରିବେଷଣ କରି ମନୋରଞ୍ଜନ କରିଥିଲେ ।(ଫଟୋ)