Take a fresh look at your lifestyle.

ପୁନର୍ବାସ କେନ୍ଦ୍ରରେ ଭିନ୍ନକ୍ଷମ ଦିବସ ପାଳିତ

0 21

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ଶୁକ୍ରବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଐରା  ନିଦେ୍ର୍ଦଶକ ସୁରେଶ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଅନ୍ତର୍ଯ୍ୟାମୀ ରଥ ଓ ସମ୍ମାନିତ ଅତିଥି ଭଆବେ ସରୋଜ କୁମାର ଶତପଥୀ ଯୋଗ ଦେଇଥିଲେ । ଭିନ୍ନକ୍ଷମ ସରୋଜ ନାଏକଙ୍କୁ ୩ ଚକିଆ ଓ ଶୁଭଶ୍ରୀ ବେହେରାଙ୍କୁ କିଟ୍ ପ୍ରଦାନ କରାଯାଇଥିଲା । ଉଲ୍ଲେଖନିୟ ସେବା ପାଇଁ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଭୌତିକ ଚିକିତ୍ସକ ସଙ୍ଗୀତା ପ୍ରିୟଦର୍ଶିନୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ର୍ୟକ୍ରମରେ ସାମାଜିକ କର୍ମୀ ପ୍ରଦ୍ୟୁମ୍ନ ପଣ୍ଡା, ରୁଦ୍ର ନାରାୟଣ ଷଡଙ୍ଗୀ, ସମାପ୍ତିକା ଜେନା, ବିବେକ କୁମାର ନାୟକ, ସୁଚିସ୍ମିତା ସେନ, ସୁଶ୍ରୀ ନନ୍ଦ, ମନିସା ସିଂ, ସୌମ୍ୟା ମିଶ୍ର ଓ ଅଭିଜିତ ଅଭିନନ୍ଦନ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.