ହାର ମାନିଛି ଭିନ୍ନକ୍ଷମତା : ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଅଶ୍ରୁମୋଚନ
ଢେଙ୍କାନାଳ ସଦର : ଭିନ୍ନକ୍ଷମତା ହାର ମାନିଛି ଅଶ୍ରୁମୋଚନ ଙ୍କ ନିକଟରେ I ଦୃଢ ମନୋବଳ ଓ ଇଛାଶକ୍ତି ବଳରେ ସଫଳତା ପାଇ ଡାକ୍ତରୀ ପାଠ ପଢିବାକୁ ସକ୍ଷମ ହୋଇଛନ୍ତି ଭିନ୍ନକ୍ଷମ ଛାତ୍ର ଅଶ୍ରୁମୋଚନ । ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ପଞ୍ଚାଯତ ଆମ୍ବପଡା ଗ୍ରାମର ବିଜୟ କୁମାର ନାୟକ ଓ ମାତା…