Take a fresh look at your lifestyle.

ସାମ୍ବାଦିକଙ୍କ ପତ୍ନୀ ବିୟୋଗ

0 1

Get real time updates directly on you device, subscribe now.

ଢେଙ୍କାନାଳ : ଗଁଦିଆ ପ୍ରେସ କ୍ଲବ ର ସଭାପତି ତଥା ଦୈନିକ ଖବର କାଗଜର ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର କୁମାର ସାହୁଙ୍କ ଧର୍ମପତ୍ନୀ ପ୍ରତିମା ସାହୁଙ୍କର ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲ ରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଭୁବନ ବ୍ଲକ ରେ କାର୍ଯ୍ୟରତ ପ୍ରତିମା ସାହୁ ଜଣେ ସଚ୍ଚୋଟ,ପରୋପକାରୀ,ମିଷ୍ଟଭାଷୀ ଓ ଧର୍ମପରାୟଣ ମହିଳା ଭାବେ ସାଧାରଣରେ ଜଣାଶୁଣା । ତାଙ୍କ ମରଶରୀର ପହଞ୍ଚିଲା ପରେ ବ୍ଲକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଁଦିଆ ପ୍ରେସ କ୍ଲବ ର ସମସ୍ତ ସଭ୍ୟ ସଭ୍ୟା ଶେଷ ଦର୍ଶନ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.