ଅଗଷ୍ଟ କ୍ରାନ୍ତି ଏବଂ ବିଶ୍ବ ଆଦିବାସୀ ଦିବସ ପାଳନ
ଢେଙ୍କାନାଳ : ଇଂଲିଶ କ୍ଲବ ଏବଂ ନଗର ଶାଖା ମିଳିତ ଭାବରେ ଢେଙ୍କାନାଳ ବାଜିଚୌକ ସ୍ଥିତ ବାପୁଜୀ ଉ. ପ୍ରା ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କ୍ଲବ୍ ର ସଭାପତି ଶୁଭ୍ରାଂଶୁ ଭଞ୍ଜଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ…