ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ବୈଠକ
ଢେଙ୍କାନାଳ : ଢେଙ୍କାନାଳ ସହର ରଥଗଡାସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ସଭାରେ କର୍ମକର୍ତା ଚୟନ କରାଯାଇ ଅନୁଷ୍ଠାନକୁ ପଞ୍ଜିକରଣ କରିବା ପାଇଁ ନିଷ୍ପତି କରାଗଲା ।…