Take a fresh look at your lifestyle.
Browsing Category

ରାଜ୍ୟ ଖବର

ନିଜସ୍ୱ ସଂସ୍କୃତିର ମହନୀୟତାକୁ ଶାଶ୍ୱତ, କାଳଜୟୀ ତଥା ପରିପୁଷ୍ଟ କରିବାରେ ମାତୃଭାଷାର ମାଟି ସହିତ ସଂପର୍କ ଘନିଷ୍ଠ…

କୋଣାର୍କ: ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ଲୋକମାନଙ୍କର ଭାବର ବାହକ ସାଜିଥିବା ତୁଣ୍ଡର ଭାଷା ତଥା ତହିଁରୁ ସୃଷ୍ଟ ସାହିତ୍ୟ ସଂପୃକ୍ତ ଜାତିର ସଂସ୍କୃତିର ବାହକ । ଭାଷା ତଥା ସାହିତ୍ୟରେ ଜନ୍ମମାଟିର ସୁଗନ୍ଧ ସୁରକ୍ଷିତ ନ ରହିପାରିଲେ, ସଂପୃକ୍ତ ଜାତି ନିଜର ମୌଳିକ ପରିଚୟ ଓ…

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

କୋଣାର୍କ : କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୧୯ ତାରିଖ ଠାରୁ କୋଣାର୍କ ଏନଏସି ଅନ୍ତର୍ଗତ ୧୧ନମ୍ବର ୱାଡର ନଳକଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ସପ୍ତଦିବସୀୟ +୨ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିରର ।…

ଦୁର୍ଗମ ଅଂଚଳ ଏକୁଲ-ସେକୁଲ ଓ ପୁଟିପାଳ ଗାଁକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ-ଜିଲ୍ଲାପାଳ

ଢେଙ୍କାନାଳ: “ଜିଲ୍ଲାର ଅପହଂଚ ଇଲାକାରେ ଉନ୍ନୟନ ଯୋଜନା” ଆଧାରରେ ଅପହଂଚ ଗ୍ରାମ ଗୁଡିକୁ ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି କ୍ରମରେ ଗତ ଶନିବାର ଦିନ ଜିଲ୍ଲାପାଳ ସରୋଜ କୁମାର ସେଠି କଙ୍କଡ଼ାହାଡ଼…

କାହା ସ୍ୱାର୍ଥ ରେ ଇକୋ ରିଟ୍ରୀଟ ଓଡିଶା

କୋଣାର୍କ : ଗତବର୍ଷ କୋଣାର୍କ ରେ ଇକୋ ରିଟ୍ରିଟ ଆୟୋଜନ ପାଇଁ ରାଜ୍ୟ ସରକାର ମାତ୍ର 13 କୋଟି ଟଙ୍କା ବ୍ୟୟ କରିଥିଲେ। ତେବେ ପର୍ଯ୍ୟଟନ ବିଭାଗ ଚଳିତ ବର୍ଷ କୋଣାର୍କ ରେ ସେହି ଟେଣ୍ଟ ଲଗାଇବା ପାଇଁ ଏକ ଦିଲ୍ଲୀ ସ୍ଥିତ ସଂସ୍ଥାକୁ 5 ବର୍ଷ ପାଇଁ 100 କୋଟି ରୁ ଅଧିକ ଟଙ୍କା ପ୍ରଦାନ କରିବାକୁ…

ସମୂହ ବ୍ରତୋପନୟନ ଅନୁଷ୍ଠିତ

ଢେଙ୍କାନାଳ : ଓଡିଶା ରେ ପ୍ରଥମ ଥର ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ସ୍ଵପ୍ନେଶ୍ଵର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୧୦୮ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା | ଏହି ମହତ୍…

ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ

ଢେଙ୍କାନାଳ : ବିଶିଷ୍ଟ ଭାଷା ବିଜ୍ଞାନୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଧ୍ୱିତତ୍ୱବିଦ, ପ୍ରତିଥଯଶା ପ୍ରାଧ୍ୟାପକ, ସୁସାହିତି୍ୟକ, ସଫଳ ଅନୁବାଦକ ସ୍ୱର୍ଗତ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ୧୦୦ ବର୍ଷ ପୁର୍ତି ଦିବସ ୧୪ ଡିସେମ୍ବର ୨୦୨୧ ତାରିଖରେ ତାଙ୍କ…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଯୋଦ୍ଧାଙ୍କ ପାଇଁ ଢେଙ୍କାନାଳ ପୂର୍ବ ସୈନିକ ସଂଘର ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଢେଙ୍କାନାଳ ପୂର୍ବ ସୈନିକ ସଂଘ ପକ୍ଷରୁ ଆଜି ସଂଧ୍ୟାରେ ବସ୍ଷ୍ଟାଣ୍ଡସ୍ଥିତ ଶହୀଦ୍ ସ୍ତମ୍ଭ ନିକଟରେ ମହମବତୀ ଜାଳି ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ସେନାବାହିନୀର ମୁଖ୍ୟ ସିଡିଏସ୍ ବିପିନ୍ ରାୱତ୍ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ଯାତ୍ରା କରୁଥିବା…

ଦେଶର ଶାସକ ଗୋଷ୍ଠୀ ମାନବିକ ଅଧିକାରକୁ ସୁରକ୍ଷା ଦେବା ଉଚିତ : ଭିକାରୀ ଚରଣ ରାଉତ

ଢେଙ୍କାନାଳ: ସ୍ଥାନୀୟ ରଥଗଡାସ୍ଥି ଉଫୁନା କାର୍ଯ୍ୟାଳୟରେ"ବିଶ୍ୱ ମାନବିକ ଅଧିକାର ଦିବସ'' ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଆଭାଷୀ ମାଧ୍ୟମରେ…

‘ବନ୍ଦେ ଉତ୍କଳ ଜନନୀ’ ଆଜି ସମଗ୍ର ଉତ୍କଳର ଶ୍ରେଷ୍ଠ ସଙ୍ଗୀତ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି

ଭୁବନେଶ୍ୱର, (ଟଙ୍କଧର ଦାଶ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ଜାତିର ଗୌରବ, ମହାନ୍ କବି, ସ୍ୱାଧୀନତା ସଂଗ୍ରାମୀ, ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ…

ଘରୋଇ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ବଢି ଚାଲିଛି

ଭୁବନେଶ୍ୱର : ନିର୍ମଳା ନିକେତନ ଦିଲ୍ଲୀ ତରଫରୁ ଘରୋଇ ପରିଚାରିକା ମାନଙ୍କ ଆଇନ୍ ପ୍ରଣୟନ ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ, ଘରୋଇ ପରିଚାରିକା ମାନଙ୍କ ସମସ୍ୟା ଏକ ବଡ଼ ସମସ୍ୟା, ରାଜ୍ୟ ସରକାର…