Take a fresh look at your lifestyle.
Browsing Category

କ୍ରୀଡା

୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟନ୍ସିପ୍: ଭାଗ ନେଲେ ଟାଟା ଷ୍ଟିଲ ଦ୍ୱାରା ପ୍ରଶିକ୍ଷିତ ଢେଙ୍କାନାଳ ଖେଳାଳି

ଓଡାପଡା: ଓଡ଼ିଶା ଜୁନିୟର ଭଲିବଲ ଟିମ୍ର ସଦସ୍ୟ ଭାବେ ୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟନସିପ ଭାଗ ନେଇଛନ୍ତି ଟାଟା ଷ୍ଟିଲ ମେରାମଣ୍ଡଳୀ ଦ୍ୱାରା ପ୍ରଶିକ୍ଷିତ ସୁବ୍ରତ ବେହେରା ଓ ବିକାଶ ପାତ୍ର । ନୂଆଗାଁ ପଂଚାୟତ ଅଧିନସ୍ଥ ଖଲିବେରଣା ଗ୍ରାମର ସୁବ୍ରତ ଓ ସରପା ଗ୍ରାମର ବିକାଶ ପଶ୍ଚିମବଙ୍ଗର…

ଜଳ ଓ ପରିମଳ ସମ୍ପର୍କିତ କର୍ମଶାଳା

ଢେଙ୍କାନାଳ : ଫାନ୍ସା ଇଣ୍ଡିଆ ,ଆଇ.ଆଇ.ଓ୍ଵାଇ.ଡି ଓଡ଼ିଶା ଓ ଇ ଓଆଇ ପି ସହାୟତାରେ ଫ୍ରେଣ୍ଡ୍ ସ୍ଵେଚ୍ଛାସେବୀ ସଙ୍ଗଠନ ଦ୍ଵାରା ସୋଗରପସି ଗ୍ରାମପଞ୍ଚାୟତର ପାରିଖେଦାଠାରେ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ଆନୁକୂଲ୍ୟରେ ରାଧାଦେଇପୁର ଗ୍ରାମରେ ଜଳ ଓ ପରିମଳ ସମ୍ବନ୍ଧୀୟ ମାନବିକ ଅଧିକାର…

ମୁନଲାଇଟ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ପଞ୍ଚାୟତ ଅନ୍ତର୍ଗତ ଟଭାପାଳ ଗ୍ରାମରେ ଚାଲିଥିବା ୨୩ ତମ ମୁନଲାଇଟ କପ କ୍ରିକେଟ ଖେଳ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚ ଜଙ୍ଖିରା ଏବଂ କଙ୍କଡାହାଡ ମଧ୍ୟରେ ଅନୁ୍ଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ଜଙ୍ଖିରା ୯ ୱିକେଟ ହରାଇ ୧୨୮ ରନ ସଂଗ୍ରହ…

ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଭୁବନକୁ ଟାଇଟଲ

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଫାଇନାଲ ମ୍ୟାଚ ରବିବାରେତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବକୁ ହରାଇ ଭୁବନ କ୍ରିକେଟ କ୍ଲଵ ଟାଇଟଲ ହାସଲ କରିଛନ୍ତି । ଟସ ଜିଣି ଭୁବନ ତାଳଚେର…

ଖଙ୍କିରା କପ କ୍ରିକେଟ, କିଆଝର ଚାମ୍ପିୟନ

ଢେଙ୍କାନାଳ : ଗଁଦିଆ ବ୍ଲ୍କକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଶେଷ  ଦିନର ଖେଳ ମାର୍ଥପୁର ସହ  କିଆଝର   ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ମାର୍ଥାପୁର କୁ ହରାଇ କିଆଝର ବିଜୟୀ ହେବା ସହ ଟ୍ରଫି ହାସଲ କରିଛି | ପ୍ରଥମେ ଟସ ଜିତି…

ଖଙ୍କିରା କପ କ୍ରିକେଟ , ମାର୍ଥାପୁର ଫାଇନାଲ ରେ

ଢେଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦଶମ  ଦିନର ଖେଳ ଚୌଦ୍ଵାର ସହ   ମାର୍ଥପୁର    ର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେଟସ ଜିତି ମାର୍ଥପୁର 20 ଓଭରରେ 202 ରନ ସଂଗ୍ରହ କରିଥିଲା ଏହାର ଜବାବରେ ଚୌଦ୍ଵାର 20…

ରାଧାଦେଇପୁରକୁ  ହରାଇ ସିମିଳିଆ ଫାଇନାଲରେ

ଢେଙ୍କାନାଳ :ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ଖେଳରେ ସିମିଳିଆ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି | ନିର୍ଦ୍ଧାରିତ 20 ଓଭରରେ ସିମିଳିଆ ଦଳ ମୁସ୍ତାକଙ୍କ 65 ରନ ସହାୟତାରେ   198 ରନ ସଂଗ୍ରହ କରିଥିଲା।   …

ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ , ଭୁବନେଶ୍ବରକୁ ହରାଇ ଭୁବନ ଫାଇନାଲରେ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଗୁରବାର ସୋଆ ୟୁନିଭରସିଟି ଭୁବନେଶ୍ବର ଏବଂ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଟସ ଜିଣି…

୩୧ତମ ରାଧାଦେଇପୁର କପ ସିମିଳିଆ 10 ରନରେ ବିଜୟୀ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ରାଧାଦେଇପୁର ଗ୍ରାମରେ ଚାଲିଥିବା 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ସିମିଳିଆ ବିଜୟୀ ହୋଇଛି | ସିମିଳିଆ ପ୍ରଥମେ ବ୍ୟାଟିଂ କରି ପିଣ୍ଟୁଙ୍କ 43 ରନ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 219 ରନ ସଂଗ୍ରହ କରିଥିଲେ।…

ଷଷ୍ଠ ତମ ମା ମଙ୍ଗଳା କ୍ରିକେଟ ଟିମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବ୍ରାହ୍ମଣଧରା ମାମଙ୍ଗଳା କ୍ରିକେଟ ଟିମ ତରଫରୁ ଷଷ୍ଠ ତମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ମା ଦକ୍ଷିଣ କାଳୀ କ୍ରିକେଟ ଟିମ ବିରୁ ଟସ ଜିଣି ବଜରଙ୍ଗୀ କ୍ରିକେଟ ଟିମ କେନ୍ଦୁମୁଣ୍ଡା ପ୍ରଥମେ ଖେଳିବା ପାଇଁ…