Take a fresh look at your lifestyle.
Browsing Category

କ୍ରୀଡା

ପ୍ରଦର୍ଶନୀ ମ୍ୟାଚରେ ସାମ୍ବାଦିକ ସଂଘ କୁ ହରାଇ କଳା ପରିଷଦ ବିଜୟୀ

ଭୁବନ:ଭୁବନ ମିନି ଷ୍ଟାଡିୟମ ଠାରେ ବୁଧବାର ସାମ୍ବାଦିକ ସଂଘ ଏବଂ କଳାପରିଷଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସଂଘକୁ ହରାଇ କଳା ପରିଷଦ ବିଜୟ ଲାଭ କରିଥିଲା। ପ୍ରଥମେ ଟସ ଜିଣି କଳାପରିଷଦ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ମଧ୍ୟରେ ୬ ଓ୍ଵିକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲେ ।…

ରାଧାଦେଇପୁର କପ କ୍ରିକେଟ, ବିବିସିସି 175 ରନରେ ବିଜୟୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଆୟୋଜକ ବିବିସିସି ରାଧାଦେଇପୁର ବିଜୟୀ ହୋଇଛି | ରାଧାଦେଇପୁର ପ୍ରଥମେ ବ୍ୟାଟିଂ କରି ଦୁଷ୍ମନ୍ତ ମିଶ୍ରଙ୍କ 34 ବଲରେ 108 ଓ ଭେଙ୍କଟେଶ ତ୍ରିପାଠୀଙ୍କ 46 ବଲରେ 173…

ରାଜ୍ୟସ୍ତରୀୟ ଆମ୍ବପଡା କପ କ୍ରିକେଟ ଉଦଯାପିତ: ଯାଜପୁର ଚାମ୍ପିୟନ

ଢେଙ୍କାନାଳ : ଗଁଦିଆ ବ୍ଲକ ଆମ୍ବପଡ଼ା ଖେଳପଡିଆରେ ଚାଲିଥିବା ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଯାଜପୁର ବିଜୟୀ ହେବାସହ ଟୁର୍ନାମେଣ୍ଟ ଚାମ୍ପିୟାନ ହୋଇଛି | ସୂର୍ଯ୍ୟକାନ୍ତ ମଲ୍ଲିକ ମ୍ୟାନ ଅଫ ମ୍ୟାଚ  ଓ ମ୍ୟାନ ଅଫ ସିରିଜ ଭାବେ ଜୁନନ୍ଦ ଖାଁନ  …

ରାଧାଦେଇପୁର କପ କ୍ରିକେଟ, ଏମ ସି ସି କାମାକ୍ଷାନଗର  ବିଜୟୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ କାମାକ୍ଷାନଗର ଏମସିସି ବିଜୟୀ ହୋଇଛି | ପ୍ରଥମେ ବ୍ୟାଟିଂ କରି ରାକେଶ ସ୍ଵାଇଁ ଓ ସନ୍ଦୀପ ପରିଡ଼ାଙ୍କ ଅର୍ଦ୍ଧଶତକ ସହାୟତାରେ 228 ରନ ସଂଗ୍ରହ କରିଥିଲେ।…

ଖଙ୍କିରା କପ କ୍ରିକେଟ, ଆୟୋଜକ ଖଙ୍କିରା ବିଜୟୀ

ଢେଙ୍କାନାଳ : ଗଁଦିଆ  ଅନ୍ତର୍ଗତ  ଖଙ୍କିରାଠାରେ ଚାଲିଥିବା ୨୯ତମ ଙ୍ଖକିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଷଷ୍ଠ ଦିନର ଖେଳ ଖଙ୍କିରା ସହ   ଧାନମଣ୍ଡଳ   ର ଖେଳ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ଆୟୋଜକ ଖଙ୍କିରା ବିଜୟୀ ହୋଇଛି | ପ୍ରଥମେଟସ ଜିତି ଧାନମଣ୍ଡଳ 20 ଓଭରରେ 144…

ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ କୁ ହରାଇ ଭୁବନ କ୍ରିକେଟ କ୍ଲବ ବିଜୟୀ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସୋମବାର ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ଏବଂ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି…

ଅଲଟ୍ରା ମାରାଥନ: ୧୨ ଘଣ୍ଟା ରେ ସିଦ୍ଧାର୍ଥ ଦୌଡିଲେ ୧୧୬ କି. ମି .

ଢେଙ୍କାନାଳ : ପ୍ରାଇଡ୍ ରନର୍ସ୍ ଆଣ୍ଡ ସାଇକେଲିଷ୍ଟ୍ କମ୍ୟୁନିଟି ଦ୍ଵାରା ଅନୁଷ୍ଠିତ ୧୨ ଘଣ୍ଟିଆ ଦୌଡ ପ୍ରତିଯୋଗୀତା ରେ ଢେଙ୍କାନାଳ ର ସିଦ୍ଧାର୍ଥ ଶଙ୍କର ଙ୍କ ସଫଳତା ଚର୍ଚ୍ଚା ରେ ରହିଛି | ସିଦ୍ଧାର୍ଥ ୧୨ ଘଣ୍ଟା ରେ ୧୧୬ କି. ମି. ଦୌଡ଼ି ରେକର୍ଡ କରିଛନ୍ତି | ଏହି ସଫଳତା ପାଇଁ ତାଙ୍କୁ…

ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନୁଆ ଗାଁ ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ନୁଆଗାଁ ଗ୍ରାମ ର ସତ୍ୟବାଦୀ ଅନୁଷ୍ଠାନ ର ସହଯୋଗ ରେ ଏକ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କାର୍ଯ୍ୟ କ୍ରମରେ କ୍ରୀଡାବିତ୍ ମାନେ ବିଭିନ୍ନ ଗ୍ରାମରୁ ଆସି ଅଂଶ…

ଖଙ୍କିରା କପ କ୍ରିକେଟ, କିଆଝର ବିଜୟୀ

 ଗଁଦିଆ :  ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପଞ୍ଚମ ଦିନର ଖେଳ ଏମ ସିସି କଟକ ସହ କିଆଝର (ଢେଙ୍କାନାଳ ) ର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଏମ ସିସି କଟକ 15 ଓଭରରେ 107 ରନ ସଂଗ୍ରହ କରିଥିଲା ଏହାର ଜବାବରେ କିଆଝର 12 ଓଭରରେ 108 ରନ…

୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ : ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସମାଜସେବୀ ସଦାନନ୍ଦ ଦେହୁରୀ ମୁଖ୍ୟ ଅତିଥି ରୂପେ ଟୁର୍ଣ୍ଣାମେଣ୍ଟଟିକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ଦାଶ,ପୂର୍ବତନ ସମିତିସଭ୍ୟ ଗଙ୍ଗାଧର…