Browsing Category
ଜିଲ୍ଲା ଖବର
ଶକ୍ତି ସୁ୍ଗାର୍ସ ମଧ୍ୟରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର
ଢେଙ୍କାନାଳ :ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଶକ୍ତିସୁଗାର୍ସ କାରଖାନାପରିସରରୁ ଜଣେ ଡ୍ରାଇଭରଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଗତ କାଲି ରାତିରେ ଏକ ଟ୍ରକ ଜଗତସିଂହପୁର ରୁ ଆଖୁ ବୋଝେଇ କରି କାରଖାନାକୁ ଆସିଥିଲା । ଟ୍ରକଟି ରାତି ୧୨ଟା ୧୧ରେ କାରଖାନାରେ ଟ୍ରକଟି ପ୍ରବେଶ କରିଥିଲା ।…
ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ଢେଙ୍କାନାଳ : ଢେଙ୍କାନାଳସଦର ବ୍ଲକ ଅନ୍ତର୍ଗତ କଙ୍କଡାହାଡ ଗ୍ରାମ ପଞ୍ଚାୟତ ସାରିଅଁ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରାକାର ଶତପଥୀଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ରହି ବଣସିଂହ ସ୍ଥିତ ଶଙ୍କରପୁର ବାସଭବନରେ ଚିକତ୍ସା ହେଉଥିଲେ…
ନିଆଁର ରେ ଦୁଇ ପରିବାରର ଦଶ ବଖରା ଘର ଭସ୍ମୀଭୂତ
ଢେଙ୍କାନାଳ: ନିଆଁର ଆଁରେ ଭସ୍ମୀଭୂତ ଦୁଇ ପରିବାରର ଦଶବଖରା ଚାଳଛପର ଘର।ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଇଶ୍ୱରାପାଳ ଗାଁରେ ଅଗ୍ନିକାଣ୍ଡ।ଗାଁର ବୁବୁଲି ମିଶ୍ର ଓ ବିନ ମିଶ୍ରଙ୍କ ଘରେ ଆଜି ଅପରାହ୍ନ ୧ଟା ସମୟରେ ହଠାତ ଅଗ୍ନିକାଣ୍ଡ…
ସଖୀର ନିଜସ୍ୱ ଗୃହର ଶୁଭ ଉଦ୍ଘାଟନ
ଢ଼େଙ୍କାନାଳ: ସଖୀ (ୱାନ୍ ଷ୍ଟପ୍ ସେଣ୍ଟର) ଢ଼େଙ୍କାନାଳର ନିଜସ୍ୱ କାର୍ଯ୍ୟାଳୟ ଗୃହର ଶୁଭ ଉଦ୍ଘାଟନ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ କରକମଳରେ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ସଦୟ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ…
ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ
ମେରାମୁଣ୍ଡଳୀ : ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭାରତ ସରକାରଙ୍କ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିସର୍ସ କୋଅପରେଟିଭ୍ ଲିମିଟେଡ଼ (ଏଫ୍ଆଇଏସ୍ଏଚ୍ଓସିଏଫ୍ଇଡ଼ି) ସହଭାଗିତାରେ ଚାଷୀମାନଙ୍କ ପାଇଁ ମତ୍ସ୍ୟ ଚାଷ ଉପରେ ଏକ ପ୍ରଶିକ୍ଷଣ ତଥା ପରିଦର୍ଶନ ଯାତ୍ରା ଆୟୋଜିତ ହୋଇଯାଇଛି । ଢେଙ୍କାନାଳ…
ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ସଙ୍ଘ ବୈଠକ
ଗଁଦିଆ : ଗଁଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପି ଟି ଏ ବୈଠକ ବରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତେନ୍ଦ୍ର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି | ଷଡ଼ଙ୍ଗୀ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ…
ତ୍ରିନ୍ନାଥ ଠାକୁରଙ୍କ ନବମ ବାର୍ଷିକ ଉତ୍ସବ ପାଳିତ
ଢେଙ୍କାନାଳ : ଢେ଼ଙ୍କାନାଳ କୌବଲ୍ୟ ବଜାର ସ୍ଥିତ ମୁନସିପାଲଟି କୃଷକ ବଜାରରେ ତ୍ରିନ୍ନାଥଙ୍କର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତ୍ରିନ୍ନାଥ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯିବା ସହିତ ବିଭିନ୍ନ ପ୍ରକାରର ଫୁଲ ମାଳ ରେ ସୁସଜ୍ଜିତ…
ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଘାଟିତ
ଗଁଦିଆ : ଢେ଼ଙ୍କାନାଳ ଜିଲ୍ଳା ଗଁଦିଆ ବ୍ଲକ ର ବେଗା ଗ୍ରାମପଞ୍ଚାୟତ ବେଗା ଗ୍ରାମରେ ମା ତାରିଣୀ ଫ୍ରେଣ୍ଡ୍ସେ କ୍ଳବ୍ ସହଯୋଗ ରେ ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଘାଟନ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ , ସ୍ଥାନୀୟ ସରପଞ୍ଚ ସୁଧାଂଶୁବାଳା ସାହୁ ,…
କେନାଲ ରକ୍ଷଣାବେକ୍ଷଣ ସଂପର୍କିତ ପ୍ରଶିକ୍ଷଣ
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ସେଚାଂଚଳ କୃଷକ ତାଲିମ କେନ୍ଦ୍ର ପରିସରରେ ଦିନିକିଆ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୩୦ଜଣ କୃଷକ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ୱାଲମୀର ଭୁବନ ଶାଖା ପରିଚାଳକ ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅକ୍ଷୟ…
ସାତ୍ତ୍ୱିକ ଅନ୍ନ ଭୋଜନକୁ ଆପଣାର କଲେ ମାନବ ସୁଖ ଶାନ୍ତିରେ ରହିପାରିବ
ଢେଙ୍କାନାଳ : ଢେଙ୍କାନାଳ ସଦର ଅନ୍ତର୍ଗତ ହରିପୁର ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ମାନବର ସକାରାତ୍ମମ ଚିନ୍ତନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନଗର ବନ୍ଧୁ ଉପାଧିପ୍ରାପ୍ତ…